ETV Bharat / bharat

9 ସିଆରପିଏଫ୍ ଯବାନ କୋରୋନା ଆକ୍ରାନ୍ତ

author img

By

Published : Apr 25, 2020, 7:53 AM IST

47 ସିଆରପିଏଫ୍ ଯବାନଙ୍କୁ ଦିଲ୍ଲୀର ନରେଲାକୁ କ୍ବାରେଣ୍ଟିନ ସେଣ୍ଟରକୁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 9 ଜଣ ସିଆରପିଏଫ୍ ଯବାନ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

_crpf
9 ସିଆରପିଏଫ୍ ଯବାନ କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: 9 ସିଆରପିଏଫ୍ ଯବାନ କୋରୋନା ଆକ୍ରାନ୍ତ । 47 ସିଆରପିଏଫ୍ ଯବାନଙ୍କୁ ଦିଲ୍ଲୀର ନରେଲାକୁ କ୍ବାରେଣ୍ଟିନ ସେଣ୍ଟରକୁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 9 ଜଣ ସିଆରପିଏଫ୍ ଯବାନ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

9 ଜଣ ସିଆରପିଏଫ୍ ଯବାନଙ୍କୁ ବର୍ତ୍ତମାନ ଆଇସୋଲେସନ ୱାର୍ଡକୁ ପଠାଯାଇଥିବା ସିଆରପିଏଫର ଏକ ବିଶେଷ ସୂଚନାରୁ ଜଣାପଡିଛି । ପ୍ରକାଶ ଥାଉକି, ବର୍ତ୍ତମାନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 23452ରେ ପହଞ୍ଚିଛି । ମୋଟଆକ୍ରାନ୍ତ ମଧ୍ୟରୁ 17915 ଆକ୍ଟିଭ ଥିବା ବେଳେ 723 ଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.