ETV Bharat / bharat

ନବରାତ୍ରୀ: ମହାଷ୍ଟମୀରେ ମହାଗୌରୀ ରୂପ

ମହାଷ୍ଟମୀରେ ମା' ଦୁର୍ଗାଙ୍କୁ ମହାଗୌରୀ ରୂପରେ ପୂଜାର୍ଚ୍ଚନା କରାଯାଉଛି । ମହାଷ୍ଟମୀରେ ମା'ଙ୍କ ପୂଜାର୍ଚ୍ଚନାର ଶୁଭ ମୁହୂର୍ତ୍ତ 6 ଅକ୍ଟୋବର ସକାଳ 10ଟାରୁ ଆରମ୍ଭ ହୋଇଯାଇଥିବା ବେଳେ ଏହା 10ଟା 56 ପର୍ଯ୍ୟନ୍ତ ରହିଛି ।

ଡିଜାଇ ଫଟୋ
author img

By

Published : Oct 6, 2019, 8:28 AM IST

ହାଇଦ୍ରାବାଦ: ନବରାତ୍ରୀର ନଅ ଦିନ ମଧ୍ୟରେ ଅଷ୍ଟମ ଦିନରେ ଆଜି ଦେବୀ ଦୁର୍ଗାଙ୍କୁ ମହାଗୌରୀ ରୂପରେ ପୂଜାର୍ଚ୍ଚନା କରାଯାଉଛି । ଦେବୀ ଦୁର୍ଗାଙ୍କ ନଅ ରୂପ ମଧ୍ୟରୁ ମହାଗୌରୀ ଅଷ୍ଟମ ଶକ୍ତି । ମହାଗୌରୀଙ୍କୁ ଆଦି ଶକ୍ତି ମଧ୍ୟ କୁହାଯାଏ । ପୁରାଣାନୁସାରେ ମା'ଙ୍କ ତେଜରେ ସମ୍ପୂର୍ଣ୍ଣ ବିଶ୍ବ ପ୍ରକାଶମୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।

hyd
ଫାଇଲ ଫୋଟ

ଶ୍ବେତାମ୍ବରଧରା ମା' ମହାଗୌରୀଙ୍କର 4ଟି ହସ୍ତ । ମା'ଙ୍କର ବାହନ ବୃଷଭ । ମା' ଦୁଇଟି ହାତରେ କ୍ରମଶଃ ତ୍ରୀଶୁଳ ଓ ଡମ୍ବରୁ ଧାରଣ କରିଥିବା ବେଳେ ଅନ୍ୟ ଦୁଇଟି ହାତ ଅଭୟ ଓ ବର ମୂଦ୍ରାରେ ରହିଥାଏ । ଆଠ ବର୍ଷ ବୟସରେ ମା' ଶିବଙ୍କୁ ପତି ରୂପେ ପାଇବା ପାଇଁ ତପସ୍ୟା କରିଥିଲେ । ମାତ୍ର 8 ବର୍ଷ ବୟସରେ ଘୋର ତପସ୍ୟା କରିଥିବା କାରଣରୁ ମା'ଙ୍କ ପୂଜା ନବରାତ୍ରୀର ଅଷ୍ଟମ ଦିନରେ କରାଯାଇଥାଏ ।

hyd
ଫାଇଲ ଫୋଟ

ମହାଷ୍ଟମୀରେ ମା'ଙ୍କ ପୂଜାର୍ଚ୍ଚନାର ଶୁଭ ମୁହୂର୍ତ୍ତ 6 ଅକ୍ଟୋବର ସକାଳ 10ଟାରୁ ଆରମ୍ଭ ହୋଇଯାଇଥିବା ବେଳେ ଏହା 10ଟା 56 ପର୍ଯ୍ୟନ୍ତ ରହିଛି । ମା' ମହାଗୌରୀଙ୍କ ପୂଜାରେ ନଡିଆ ଓ ପନିପରିବା ଭୋଗ ଲାଗି ହୁଏ । ଏହାସହ ହାଲଓ୍ବା ଏବଂ କଳା ଚଣା ବିଶେଷ ଭୋଗ ମଧ୍ୟ ପ୍ରସାଦ ରୂପରେ ଲାଗି ହୋଇଥାଏ ।

ନବରାତ୍ରୀର ମହାଷ୍ଟମୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହାଗୌରୀ ସମସ୍ତଙ୍କ ଜୀବନରେ ସୁଖ, ସୌଭାଗ୍ୟ ଓ ସମୃଦ୍ଧି ଆଣନ୍ତୁ ବୋଲି ମୋଦି ଲେଖିଛନ୍ତି ।

Intro:Body:

dsvsdv

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.