ETV Bharat / bharat

ଜମାତ-ଉଲ-ମୁଜାହିଦ୍ଦିନ ଆତଙ୍କୀ ସଂଗଠନକୁ ବ୍ୟାନ କଲା ଭାରତ

ବାଂଲାଦେଶୀ ଆତଙ୍କୀ ସଙ୍ଗଠନ ଜମାତ ଉଲ ମୁଜାହିଦ୍ଦିନ (ଜେଏମବି)କୁ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ  ଘୋଷଣା କଲା ଭାରତ ।

author img

By

Published : May 25, 2019, 10:53 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବାଂଲାଦେଶୀ ଆତଙ୍କୀ ସଙ୍ଗଠନ ଜମାତ-ଉଲ-ମୁଜାହିଦ୍ଦିନ (ଜେଏମବି)କୁ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଭାରତ । ଏହି ସଂଗଠନ ଆତଙ୍କୀ ଗତିବିଧିରେ ସାମିଲ ଅଛି । ଏହା ସହିତ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଭାରତୀୟ ଯୁବକଙ୍କୁ ଉସୁକାଉଛି । ତେଣୁ ଏହି ସଂଗଠନକୁ ବ୍ୟାନ କରାଗଲା ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି ।

ଜମାତ ଉଲ ମୁଜାହିଦ୍ଦିନ ବାଂଲାଦେଶକୁ ଜମାତ ଉଲ ମୁଜାହିଦ୍ଦିନ ଇଣ୍ଡିଆ ଓ ଜମାତ ଉଲ ମୁଜାହିଦ୍ଦିନ ହିନ୍ଦୁସ୍ଥାନ ବୋଲି ମଧ୍ୟ କୁହାଯାଉଛି । ତେବେ ଏହି ସଂଗଠନକୁ ଏବେ ବେଆଇନ କାର୍ଯ୍ୟକଳାପ (ନିରୋଧୀ) ଆଇନ, ୧୯୭୬ର ପ୍ରଥମ ଅନୁଚ୍ଛେଦରେ ସାମିଲ କରାଗଲା । ଫଳରେ ଉକ୍ତ ସଂଗଠନଟି ବର୍ତ୍ତମାନ ଭାରତର ପ୍ରତିବନ୍ଧିତ ସଂଗଠନ ତାଲିକାରେ ସାମିଲ ହେଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.