ETV Bharat / bharat

କାର୍ଯ୍ୟକାରୀ ହେଲା ଟ୍ରାଇର ନୂଆ ନିୟମ, ଯେତିକି ଦେଖିବେ ସେତିକି ଦେବେ - ଟ୍ରାଇ

ଆଜି(ଶୁକ୍ରବାର) ଠାରୁ ଟ୍ରାଇ ଦ୍ବାରା ଡିଟିଏଚ ଓ କେବୁଲ ଟିଭି  ନୂଆ ନିୟମ କାର୍ଯ୍ୟକାରୀ ହୋଇଛି । ଯାହା ଦ୍ବାରା ଲାଭ ପାଇବେ 83 ପ୍ରତିଶତ ଡିଟିଏଚ ଓ କେବୁଲ ଟିଭି ଗ୍ରାହକ ।

ପ୍ରତିକାତ୍ମକ ଫଟୋ
author img

By

Published : Feb 1, 2019, 12:04 PM IST

ନୂଆଦିଲ୍ଲୀ: ଏଣିକି ଯେତିକି ଚ୍ୟାନେଲ ଦେଖିବେ ସେତିକି ଅର୍ଥ ପଇଠ କରିବେ । କାରଣ ଆଜି(ଶୁକ୍ରବାର) ଠାରୁ ଟ୍ରାଇ ଦ୍ବାରା ଡିଟିଏଚ ଓ କେବୁଲ ଟିଭି ନୂଆ ନିୟମ କାର୍ଯ୍ୟକାରୀ ହୋଇଛି । ଯାହା ଦ୍ବାରା ଲାଭ ପାଇବେ 83 ପ୍ରତିଶତ ଡିଟିଏଚ ଓ କେବୁଲ ଟିଭି ଗ୍ରାହକ । କାରଣ ଏହା ଦ୍ବାରା ଦର୍ଶକ ନିଜ ପସନ୍ଦ ମୁତାବକ ପ୍ୟାକେଜ ବାଛି ପାରିବେ ।

ଏପରିକି ଆଗକୁ ଟ୍ରାଇ ଆଉ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛି । ତାହା ହେଉଛି ସେଟଟପ ବକ୍ସ ପୋର୍ଟେବିଲିଟି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଦର୍ଶକ ସେଟଟପବକ୍ସ ବଦଳାଇପାରିବେ । ଏହି ବ୍ୟବସ୍ଥା ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟାକାରୀ ହୋଇପାରେ ।

ଅନ୍ୟପକ୍ଷରେ ଟ୍ରାଇର ଏହି ନୂଆ ନିୟମକୁ କିଛି ଡିଟିଏଚ ଓ କେବୁଲ ଟିଭି ଅପରେଟର ଜୋରଦାର ବିରୋଧ କରିଛନ୍ତି । ଏପରିକି ସେମାନେ କୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ।

Intro:Body:

କାର୍ଯ୍ୟକାରୀ ହେଲା ଟ୍ରାଇର ନୂଆ ନିୟମ, ଯେତିକି ଦେଖିବେ ସେତିକି ଦେବେ

ନୂଆଦିଲ୍ଲୀ:  ଏଣିକି ଯେତିକି ଚ୍ୟାନେଲ ଦେଖିବେ ସେତିକି ଅର୍ଥ ପଇଠ କରିବେ । କାରଣ ଆଜି(ଶୁକ୍ରବାର) ଠାରୁ ଟ୍ରାଇ ଦ୍ବାରା ଡିଟିଏଚ ଓ କେବୁଲ ଟିଭି  ନୂଆ ନିୟମ କାର୍ଯ୍ୟକାରୀ ହୋଇଛି । ଯାହା ଦ୍ବାରା ଲାଭ ପାଇବେ 83 ପ୍ରତିଶତ ଡିଟିଏଚ ଓ କେବୁଲ ଟିଭି ଗ୍ରାହକ । କାରଣ ଏହା ଦ୍ବାରା ଦର୍ଶକ ନିଜ ପସନ୍ଦ ମୁତାବକ ପ୍ୟାକେଜ ବାଛି ପାରିବେ ।

ଏପରିକି ଆଗକୁ ଟ୍ରାଇ ଆଉ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛି । ତାହା ହେଉଛି ସେଟଟପ ବକ୍ସ ପୋର୍ଟେବିଲିଟି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଦର୍ଶକ ସେଟଟପବକ୍ସ ବଦଳାଇପାରିବେ । ଏହି ବ୍ୟବସ୍ଥା ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟାକାରୀ ହୋଇପାରେ । 

ଅନ୍ୟପକ୍ଷରେ ଟ୍ରାଇର ଏହି ନୂଆ ନିୟମକୁ କିଛି ଡିଟିଏଚ ଓ କେବୁଲ ଟିଭି  ଅପରେଟର ଜୋରଦାର ବିରୋଧ କରିଛନ୍ତି । ଏପରିକି ସେମାନେ କୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.