ETV Bharat / bharat

ଅକ୍ଟୋବର 10 ସୁଦ୍ଧା ସରିଛି 8,68,77,242 କୋରୋନା ସାମ୍ପଲ ଟେଷ୍ଟ

ଭାରତରେ ଦିନକୁ ଦିନ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ବର୍ତ୍ତମାନ ସୁଦ୍ଧା ସରିଛି 8 କୋଟିରୁ ଉର୍ଦ୍ଧ୍ବ କୋରୋନା ସାମ୍ପଲ ଟେଷ୍ଟ । ଅଧିକ ପଢନ୍ତୁ...

author img

By

Published : Oct 11, 2020, 1:37 PM IST

ଅକ୍ଟୋବର 10 ସୁଦ୍ଧା ସରିଛି 8,68,77,242 କୋରୋନା ସାମ୍ପଲ ଟେଷ୍ଟ
ଅକ୍ଟୋବର 10 ସୁଦ୍ଧା ସରିଛି 8,68,77,242 କୋରୋନା ସାମ୍ପଲ ଟେଷ୍ଟ

ନୂଆଦିଲ୍ଲୀ: ଦେଶରେ ଥମୁନି କୋରୋନା ସଂକ୍ରମଣ ସଂଖ୍ୟା। ଯାହା ଏବେ ଭୟଙ୍କର ଭାବେ ବୃଦ୍ଧି ପାଇ 70 ଲକ୍ଷ ପାର କରିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଏକ ଲକ୍ଷରୁ ଅଧିକ ରହିଛି । ଯାହାକୁ ନଜରରେ ରଖି ସଂକ୍ରମଣ ସଂଖ୍ୟାକୁ ହ୍ରାସ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବହୁଳ ଭାବେ କୋରୋନା ସାମ୍ପଲ ଟେଷ୍ଟ କରାଯାଉଛି।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ମୁତାବକ, ଶନିବାର 10 ଲକ୍ଷ 78 ହଜାର 544 ଟି କୋରୋନା ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ଅକ୍ଟୋବର 10 ସୁଦ୍ଧା ଦେଶରେ 8 କୋଟି 68 ଲକ୍ଷ 77 ହଜାର 242 ଟି ଟେଷ୍ଟ କରାଯାଇଛି।

ବର୍ତ୍ତମାନ ଦେଶରେ 70 ଲକ୍ଷ 53 ହଜାର 807ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା 1, ଲକ୍ଷ 08 ହଜାର 334 ଜଣଙ୍କର ମୃତ୍ୟୁ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.