ETV Bharat / bharat

ମୋଦିଙ୍କ ଜନ୍ମଦିନ: କଟାହେଲା 700 କେଜିର କେକ୍

author img

By

Published : Sep 17, 2019, 10:48 AM IST

ଗୁଜୁରାଟର ସୁରଟରେ 70 ଫୁଟ ଲମ୍ବା ବିସିଷ୍ଟ 700 କେଜିର କେକ କାଟି ମୋଦିଙ୍କ ଜନ୍ମଦିନ ପାଳନ କରାଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ଗାନ୍ଧୀନଗର: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ 69ତମ ଜନ୍ମ ଦିବସ । ଏହି ଅବସରରେ ଅବସରରେ ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ଥିବା ନଜର ଆସିଛି । ମୋଦିଙ୍କ ଜନ୍ମଦିନକୁ ଭବ୍ୟ ଭାବରେ ପାଳନ କରାଯାଉଛି । ଏହି କ୍ରମରେ ଗୁଜୁରାଟର ସୁରଟରେ 70 ଫୁଟ ଲମ୍ବା ବିଶିଷ୍ଟ 700 କେଜିର କେକ କାଟି ମୋଦିଙ୍କ ଜନ୍ମଦିନ ପାଳନ କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

70 ଫୁଟ ଲମ୍ବା ବିଶିଷ୍ଟ 700 କେଜିର କେକଟି ଦକ୍ଷିଣ ଗୁଜୁରାଟର ଏକ ବେକେରିରେ ପ୍ରସ୍ତୁତ ହୋଇଛି । ଏହାକୁ 'ଦୁର୍ନୀତି ବିରୋଧୀ କେକ' ରେ ନାମିତ କରାଯାଇଛି । ସୋମବାର ରାତି 12 ରେ କଟା ହୋବାପରେ ଏହାକୁ ଗରିବ ପିଲାଙ୍କ ମଧ୍ୟରେ ବଣ୍ଟା ଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.