ETV Bharat / bharat

ହାଇଦ୍ରାବାଦରେ ଖୋଲିଲା ପ୍ରଥମ ଚାଇଲ୍ଡ ଫ୍ରେଣ୍ଡଲି ପୋଲିସ ଷ୍ଟେସନ - First "Child-Friendly" Police Station

ତେଲେଙ୍ଗାନାରେ ପ୍ରଥମ ଥର ପାଇଁ ଖୋଲିଲା ଚାଇଲ୍ଡ ଫ୍ରେଣ୍ଡଲି ପୋଲିସ ଷ୍ଟେସନ। ରଚାକୋଣ୍ଡା ପୋଲିସ ଷ୍ଟେସନର ଆଇପିଏସ ଅଫିସର ମହେଶ ଭଗୱତ୍ ଏହାର ଉଦଘାଟନ କରିଛନ୍ତି। ଅଧିକ ଖବର ପଢନ୍ତୁ...

ହାଇଦ୍ରାବାଦରେ ଖୋଲିଲା ପ୍ରଥମ ଚାଇଲ୍ଡ ଫ୍ରେଣ୍ଡଲୀ ପୋଲିସ ଷ୍ଟେସନ
author img

By

Published : Nov 15, 2019, 4:53 PM IST

ହାଇଦ୍ରାବାଦ:ଛୋଟ ପିଲାଙ୍କ ପାଇଁ ଖୋଲିଲା ଚାଇଲ୍ଡ ଫ୍ରେଣ୍ଡଲି ପୋଲିସ ଷ୍ଟେସନ। ପ୍ରଥମ ଥର ପାଇଁ ଏଭଳି ଏକ ଅଭିନବ ପଦକ୍ଷେପ ନେଇଛି ହାଇଦ୍ରାବାଦର ରଚାକୋଣ୍ଡା ପୋଲିସ। ଏହାସହ ପୋଲିସ କମିଶନର ପଦବୀରେ ରହିଛି ଜଣେ 7 ବର୍ଷର ଶିଶୁ । ଯିଏକି ଗୋଟିଏ ଦିନ ପାଇଁ ଏହି ପଦବୀରେ ଅଭିଷିକ୍ତ ହେବାକୁ ଚାହୁଁଥିଲା।

ହାଇଦ୍ରାବାଦରେ ଖୋଲିଲା ପ୍ରଥମ ଚାଇଲ୍ଡ ଫ୍ରେଣ୍ଡଲୀ ପୋଲିସ ଷ୍ଟେସନ

ରଚାକୋଣ୍ଡା ପୋଲିସ ଷ୍ଟେସନର ଆଇପିଏସ ଅଫିସର ମହେଶ ଭଗୱତ୍ ଏହାର ଉଦଘାଟନ କରିଛନ୍ତି। ତାଙ୍କ ସହ ଜୀବନବ୍ୟାପି ରୋଗ ସହ ସଂଗ୍ରାମ କରୁଥିବା ଭାଗୱତ ଏଥିରେ ସାମିଲ ଥିଲା। ତେବେ ଏଭଳି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ବଚପନ୍ ବଚାଓ ସଙ୍ଗଠନ ଓ ରଚାକୋଣ୍ଡା ପୋଲିସର ମିଳିତ ସହଭାଗିତାରେ ଆରମ୍ଭ କରାଯାଇଛି।

ଛୋଟ ପିଲାଙ୍କ ପ୍ରତି ହେଉଥିବା ଖରାପ ବ୍ୟବହାର, ନିର୍ଯ୍ୟାତନା ଓ ଦୁର୍ଷ୍କମ ଆଦି ନିୟନ୍ତ୍ରଣ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ତେଲେଙ୍ଗାନା ପୋଲିସର ଉଦ୍ୟମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଛୋଟ ପିଲାମାନେ ଯେପରି ସମପରିମାଣରେ ନ୍ୟାୟ ପାଇପାରିବେ ତାହା ମୁଖ୍ୟ ଲକ୍ଷ୍ୟ ବୋଲି ସିଇଓ ଓ ବିବିଏ ସମୀର ମାଥୁର୍ କହିଛନ୍ତି।

ସୂଚନା ଅନୁସାରେ,ଜାତୀୟ ଅପରାଧ ଶାଖାର ଏକ ରିପୋର୍ଟ ଅନୁସାରେ ପୋକ୍ସୋ ଆର୍କ୍ଟରେ 2016 ଓ 2017 ମସିହାରେ 43 ପ୍ରତିଶତ କେସ ରେଜିଷ୍ଟର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହା କିଛି ପରିମାଣରେ ହ୍ରାସ ପାଇଛି।

Intro:Body:

gvfbvg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.