ETV Bharat / bharat

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଗର୍ଭବତୀଙ୍କ ସମେତ 7 ମୃତ - କର୍ଣ୍ଣାଟକ କାଲାବୁରାଗୀ

କର୍ଣ୍ଣାଟକ କାଲାବୁରାଗୀ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗର୍ଭବତୀ ମହିଳାଙ୍କ ସମେତ 7 ଜଣଙ୍କର ମୃତ୍ୟୁ ଘଟିଛି ।

ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା 7 ଜୀବନ
ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା 7 ଜୀବନ
author img

By

Published : Sep 27, 2020, 10:09 AM IST

Updated : Sep 27, 2020, 10:44 AM IST

ବେଙ୍ଗାଲୁରୁ: ଦୁର୍ଘଟଣାରେ ଚାଲିଗଲା 7 ଜୀବନ । କର୍ଣ୍ଣାଟକ କାଲାବୁରାଗୀ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଗତ ଶନିବାର କାଲାବୁରାଗୀରେ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ପାଇଁ ଡାକ୍ତରଖାନା ନିଆଯାଉଥିଲା । ସେହି ସମୟରେ ଏକ ଲୋରୀ ସହ କାରଟି ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଗର୍ଭବତୀ ମହିଳାଙ୍କ ସମେତ 7 ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ ମୃତକଙ୍କ ମଧ୍ୟରେ 3 ଜଣ ମହିଳା 4 ଜଣ ପୁରୁଷ ଥିବାବେଳେ ସେମାନେ ଆଲାଣ୍ଡା ତାଲୁକର ବାସିନ୍ଦା ବୋଲି ଜଣାପଡିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 27, 2020, 10:44 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.