ETV Bharat / bharat

ବାଙ୍ଗଲାଦେଶକୁ ଡରାଉଛି ଡେଙ୍ଗୁ, 169 ଲୋକଙ୍କ ମୃତ୍ୟୁ - 299 ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ

ବାଙ୍ଗଲାଦେଶରୁ 63,514 ଡେଙ୍ଗୁ ରୋଗୀଙ୍କ ରକ୍ତ ନମୁନା ଚିହ୍ନଟ । ଏହାସହ ଡେଙ୍ଗୁ ରୋଗରେ ବର୍ତ୍ତମାନ ସୁଦ୍ଧା 169 ଲୋକଙ୍କ ମୃତ୍ୟୁ ହେଲାଣି।

ପ୍ରତିକାତ୍ମକ ଫଟୋ
author img

By

Published : Aug 26, 2019, 5:20 AM IST

ଢାକା: ବାଙ୍ଗଲାଦେଶରେ କାୟା ମେଲାଇଛି ଡେଙ୍ଗୁ। ବର୍ତ୍ତମାନ ସୁଦ୍ଧା 63,514 ରୋଗୀଙ୍କ ରକ୍ତ ନମୁନା ପଜିଟିଭ ଆସି ସାରିଛି। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏବେ ସୁଦ୍ଧା ଶତାଧିକ ଲୋକଙ୍କ ମୃତ୍ୟୁ ହେଲାଣି।

ଇନଷ୍ଟିଚ୍ୟୁଟ ଅଫ ଏପିଡେମିଓଲୋଜିର କହିବା ଅନୁସାରେ ଏହି ଜ୍ବରରେ ପାଖାପାଖି 169 ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ ସେଠାକାର ଲୋକ ଭୟର ବାତାବରଣ ମଧ୍ୟରେ ରହୁଥିବା ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ସୂଚନା ଦେଇ କହିଛନ୍ତି।

ରବିବାର ସୁଦ୍ଧା 1299 ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି ବୋଲି ଆଇଇଡିସିଆର ପକ୍ଷରୁ ଖବର ମିଳିଛି। ତେବେ ବାଙ୍ଗଳାଦେଶ ସରକାର ଏଭଳି ଉତ୍କଟ ପରିସ୍ଥିତିକୁ ନେଇ ଏହାର ସଦସ୍ୟମାନଙ୍କୁ ଡେଙ୍ଗୁ ବ୍ୟାପିଥିବା ସ୍ଥାନରେ ନିୟୋଜିତ କରିଛନ୍ତି।

ପୂର୍ବ ବର୍ଷ ଦେଶରେ ପାଖାପାଖି 10,148ଟି ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ 26 ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ହେଲେ ଚଳିତ ବର୍ଷ 57, 405 ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

Intro:Body:

hdh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.