ETV Bharat / bharat

ଦିଲ୍ଲୀରେ କୋରୋନା କାୟା; 24 ଘଣ୍ଟାରେ 6 ମୃତ

ଗତ 24 ଘଣ୍ଟାରେ ରାଜଧାନୀ ଦିଲ୍ଲୀରେ ନୂଆ 62ଟି ପଜିଟିଭ ମାମଲା ସାମନାକୁ ଆସିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1640 ପହଞ୍ଚିଛି । ଅଧିକ ପଢନ୍ତୁ...

author img

By

Published : Apr 16, 2020, 11:34 PM IST

ଦିଲ୍ଲୀରେ 24 ଘଣ୍ଟାରେ 6 ମୃତ
ଦିଲ୍ଲୀରେ 24 ଘଣ୍ଟାରେ 6 ମୃତ

ନୂଆଦିଲ୍ଲୀ: ଦେଶରେ କୋରୋନା ପରିସ୍ଥିତି ଅସମ୍ଭାଳ ହୋଇଛି । ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ, ତାମିଲନାଡୁରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରିଛି ।

ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ଗତ 24 ଘଣ୍ଟାରେ ନୂଆ 62ଟି ପଜିଟିଭ ମାମଲା ସାମନାକୁ ଆସିଛି । ଫଳରେ ରାଜ୍ୟରେ ଗୁରୁବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1640 ପହଞ୍ଚିଛି । ଏହାସହ 42 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ସେହିପରି ଗତ 24 ଘଣ୍ଟାରେ 6 ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ମୋଟ 32 ଜଣଙ୍କର କୋରୋନାଜନିତ ମୃତ୍ୟୁ ହୋଇଛି । ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.