ETV Bharat / bharat

ଗତ 24 ଘଣ୍ଟାରେ 54 ସିଆଇଏସଏଫ ଯବାନ କୋରୋନା ଆକ୍ରାନ୍ତ - ସିଆଇଏସଏଫ ଯବାନ କୋରୋନା ଆକ୍ରାନ୍ତ

ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 74 ହଜାର ପାର କରିଛି । ବର୍ତ୍ତମାନ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କୋରୋନା ଯୋଦ୍ଧା ମଧ୍ୟ କୋରୋନା ସଂକ୍ରମଣ ହେଲେଣି । ଗତ 24 ଘଣ୍ଟାରେ ସିଆଇଏସଏଫର 54 ଜଣ ।ବାନ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

_corona
ଗତ 24 ଘଣ୍ଟାରେ 54 ସିଆଇଏସଏଫ ଯବାନ କୋରୋନା ଆକ୍ରାନ୍ତ
author img

By

Published : May 13, 2020, 4:36 PM IST

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 74 ହଜାର ପାର କରିଛି । ବର୍ତ୍ତମାନ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କୋରୋନା ଯୋଦ୍ଧା ମଧ୍ୟ କୋରୋନା ସଂକ୍ରମଣ ହେଲେଣି । ତେବେ ବର୍ତ୍ତମାନ ସୁଦ୍ଧା ସିଆଇଏସଏଫର 114 ଯବାନ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଯାହାର ସଂଖ୍ୟା ଗତ ସନ୍ଧ୍ୟାରେ 68 ଥିଲା । ତେବେ ଗତ 24 ଘଣ୍ଟାରେ ସିଆଇଏସଏଫର 54 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ଅଧିକାଂଶ ଯବାନ କୋଲକାତା ଏବଂ ମୁମ୍ବାଇ ଏୟାରପୋର୍ଟରେ ଡ୍ୟୁଟିରେ ଥିଲେ । ତେବେ ସମସ୍ତ ଯବାନଙ୍କର ମେଡିକାଲରେ ଚିକିତ୍ସା ଚାଲୁଥିବା ବେଳେ ସେମାନଙ୍କ ପରିବାର ସଦସ୍ୟଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ମୋଟ 31 ସିଆଇଏସଏଫ ଯବାନ ଏପର୍ଯ୍ୟନ୍ତ କୋରୋନା ଆକ୍ରାନ୍ତ ହୋଇଛନ୍ତି । ସେହିପରି ଗ୍ରେଟର ନୋଏଡାର 2, ମୁମ୍ବାଇରେ 32, କୋଲକାତା 39 ଏବଂ ଅହମ୍ମଦାବାଦର 5 ଜଣ ସିଆଇଏସଏଫ ଯବାନ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ତେବେ ଗତ 24 ଘଣ୍ଟାରେ ଜିଆରଏସଇଏଲ କୋଲକାତାରେ 37 ଯବାନ କୋରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା 1077 ଯବାନ ଏବଂ 60 ପରିବାରଙ୍କୁ କ୍ବାରେଣ୍ଚିନରେ ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.