ETV Bharat / bharat

ଆସାମରେ 5 ବର୍ଷର ଶିଶୁ କୋରୋନା ପଜିଟିଭ - 5 ବର୍ଷର ଶିଶୁ କୋରୋନା ପଜିଟିଭ ଚିହ୍ନଟ

ଆସାମରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହୋଇଛି । କୋରୋନା ପଜିଟିଭ ଚିହ୍ନଟ ଜଣକ 5 ବର୍ଷର ଶିଶୁ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

5-year-old child has been tested positive of Coronavirus at Jorhat Medical College and Hospital lab in Assam
ଆସାମରେ 5 ବର୍ଷର ଶିଶୁ କୋରୋନା ପଜିଟିଭ
author img

By

Published : Mar 21, 2020, 11:52 PM IST

ଦିସପୁର: ଆସାମରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହୋଇଛି । କୋରୋନା ପଜିଟିଭ ଚିହ୍ନଟ ଜଣକ 5 ବର୍ଷର ଶିଶୁ ବୋଲି ଜଣାପଡିଛି । ଶିଶୁର ରକ୍ତ ନମୁନା ଜୋରହାଟ ମେଡିକାଲ କଲେଜ ଆଣ୍ଡ ହସପିଟାଲରେ ପରୀକ୍ଷା କରାଯାଇଥିବା ବେଳେ ସେଠାରେ ପଜିଟିଭ ଆସିଥିବା ଜଣାପଡିଛି ।

ତେବେ ପୁଣିଥରେ ତାଙ୍କ ରକ୍ତ ନମୁନା ଲୋହୱାଲର ଆସିଏମଆର ଲାବୋରୋଟାରୀକୁ ପୁନଃପରୀକ୍ଷଣ ପାଇଁ ପଠାଯାଇଛି । ଆସନ୍ତାକାଲି (ରବିବାର) ସନ୍ଧ୍ୟା ସୁଦ୍ଧା ଏହି ରିପୋର୍ଟ ପ୍ରକାଶ କରାଯିବ ବୋଲି ଜୋରହାଟ ଡେପୁଟି କମିଶନର ରୋଶନି ଅପରଞ୍ଜି କୋର୍ତ୍ତୀ କହିଛନ୍ତି ।

କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଆସାମରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଅନ୍ୟପକ୍ଷରେ ଭାରତରେ ବର୍ତ୍ତମାନ ସୁଦ୍ଧା 315ଜଣଙ୍କ ଠାରେ କୋରୋନା ଭୂତାଣୁ ଚିହ୍ନଟ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.