ETV Bharat / bharat

ମୁମ୍ବାଇରେ ଲକଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ 464 ମାମଲା ପଞ୍ଜିକୃତ - Corona Lockdown

ମୁମ୍ବାଇରେ ମାର୍ଚ୍ଚ 20 ଠାରୁ ଲକଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ3 ହଜାର 634 ମାମଲା ପଞ୍ଜିକୃତ ହୋଇଛି । ଅଧିକ ପଢନ୍ତୁ...

IPC against violators
ମୁମ୍ବାଇରେ ଲକଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ 464 ମାମଲା ପଞ୍ଜିକୃତ
author img

By

Published : Apr 9, 2020, 3:37 PM IST

ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ କୋରୋନା ଲକଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇପିସିର ଧାରା 188 ଅନୁଯାୟୀ 464 ମାମଲା ପଞ୍ଜିକୃତ ହୋଇଛି । 20 ମାର୍ଚ୍ଚରୁ ବର୍ତ୍ତମାନ ସୁଦ୍ଧା ଉଲ୍ଲଂଘନକାରୀଙ୍କ ବିରୋଧରେ 3 ହଜାର 634 ମାମଲା ପଞ୍ଜିକୃତ ହୋଇଛି। ବୁଧବାର ପର୍ଯ୍ୟନ୍ତ 2 ହଜାର 850 ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ପୁଣି ସେମାନଙ୍କୁ ଜାମିନରେ ଛାଡି ଦିଆଯାଇଥିବା କହିଛି ମୁମ୍ବାଇ ପୋଲିସ ।

IPC against violators
ମୁମ୍ବାଇରେ ଲକଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ 464 ମାମଲା ପଞ୍ଜିକୃତ

ଏଠାରେ କହି ରଖୁଛୁ ଯେ, ଦେଶରେ ଲକଡାଉନ ଜାରି ରହିଛି । ଯାହାକୁ ନେଇ ଘର ଭିତରେ ରହିବାକୁ ବାରମ୍ବାର କୁହାଯାଉଛି । ଆଉ କେବଳ ଆବଶ୍ୟକ ପଡିଲେ ହିଁ ଘରୁବାହାରିବାକୁ ନିର୍ଦ୍ଦେଶ ରହିଛି । ହେଲେ ଏସବୁ ସତ୍ତ୍ବେ କିଛି ଲୋକ ମନଇଚ୍ଛା କାମ ନଥାଇ ବାହାରେ ବୁଲୁଛନ୍ତି । ଯାହାକୁ ନେଇ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହେଉଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.