ETV Bharat / bharat

ଜମି ବିବାଦକୁ ନେଇ ଗୋରଖପୁରରେ ଆଇନଜୀବୀଙ୍କୁ ଗୁଳି କରି ହତ୍ୟା

ଗୋରଖପୁରର ଜଣେ 45 ବର୍ଷିୟ ଆଇନଜୀବୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘଟଣାରେ ପୋଲିସ 2 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

author img

By

Published : Aug 16, 2020, 6:41 PM IST

ଜମି ବିବାଦକୁ ନେଇ ଗୋରଖପୁରରେ ଆଇନଜୀବୀଙ୍କୁ ଗୁଳି କରି ହତ୍ୟା
ଜମି ବିବାଦକୁ ନେଇ ଗୋରଖପୁରରେ ଆଇନଜୀବୀଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ଜମି ବିବାଦକୁ ନେଇ ଉତ୍ତରପ୍ରଦେଶ ଗୋରଖପୁରର ଜଣେ 45 ବର୍ଷିୟ ଆଇନଜୀବୀଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

ମୃତ ଆଇନଜୀବୀ ଜଣଙ୍କ ଶିବପୁର ଗାଁ ଗାଘା ଅଞ୍ଚଳର ରାଜେଶ୍ବର ପାଣ୍ଡେ ବୋଲି ଜଣାପଡିଛି । ଏହି ଘଟଣାରେ ପୋଲିସ 2 ଜଣଙ୍କୁ ଗିରଫ କରିଛି ।

ରବିବାର ସକାଳେ ରାଜେଶ୍ବରଙ୍କ ତାଙ୍କ ସମ୍ପର୍କୀୟ ପ୍ରେମ କୁମାର ପାଣ୍ଡେଙ୍କ ଜେଜେବାପାଙ୍କ ସହ ଜମିବିବାଦକୁ ନେଇ ଯୁକ୍ତିତର୍କ କରିଥିଲେ। ତୀବ୍ର ଯୁକ୍ତିତର୍କ ପରେ କେହି ଜଣେ ଆଇନଜୀବୀଙ୍କ ପିଠିକୁ ଗୁଳି ଚଳାଇଥିଲା। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଅଧାରାସ୍ତାରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।

ଏସଏସପି ସୁନୀଲ କୁମାର ଗୁପ୍ତା କହିଛନ୍ତି ଯେ ରାଜେଶ୍ବର ଏବଂ ପ୍ରେମ କୁମାରଙ୍କ ପରିବାର ମଧ୍ୟରେ ଦିର୍ଘ ଦିନରୁ ଜମି ବିବାଦ ଲାଗି ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.