ETV Bharat / bharat

8 ଘଣ୍ଟାର ଅପରେସନ, 15 ଫୁଟ ବୋରୱେଲରୁ ଉଦ୍ଧାର ହେଲା ଶିଶୁ - 8 ଘଣ୍ଟାର ଅପରେସନ ପରେ ବୋରୱେଲରୁ ଶିଶୁ ଉଦ୍ଧାର

8 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ 15 ଫୁଟ ଗଭୀର ବୋରୱେଲ ଗର୍ତ୍ତରୁ ଉଦ୍ଧାର ହୋଇଛି 4 ବର୍ଷର ଶିଶୁ ଭୀମ । ରାଜସ୍ଥାନର ସିରୋହି ଜିଲ୍ଲାରେ ଘଟିଥିଲା ଏହି ଘଟଣା । ଅଧିକ ପଢନ୍ତୁ...

child Bhima rescued from borewell
ଡିଜାଇନ ଫଟୋ
author img

By

Published : Dec 5, 2019, 11:13 PM IST

ଜୟପୁର: ଶେଷରେ ସମସ୍ତ ପରିଶ୍ରମର ସୁଫଳ ମିଳିଛି । 8 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ 15 ଫୁଟ ଗଭୀର ବୋରୱେଲ ଗର୍ତ୍ତରୁ ଉଦ୍ଧାର ହୋଇଛି 4 ବର୍ଷର ଶିଶୁ ଭୀମ । ସୁରକ୍ଷିତ ଭାବେ ଶିଶୁପୁତ୍ରର ଉଦ୍ଧାର ପରେ ଜିଲ୍ଲା ମାଜିଷ୍ଟ୍ରେଟ ସୁରେନ୍ଦ୍ର କୁମାର ସୋଲାଙ୍କୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏନଡିଆରଏଫ ଟିମକୁ ଧନ୍ୟବାଦ ଦେଇଛନ୍ତି । ଏହାସହ ଭୀମ ନାମର ସାର୍ଥକ ପିଲାଟି କରିଥିବା ମାଜିଷ୍ଟ୍ରେଟ କହିଛନ୍ତି ।

child Bhima rescued from borewell
ଫଟୋ ସୌଜନ୍ୟ: ଏଏନଆଇ

ରାଜସ୍ଥାନର ସିରୋହି ଜିଲ୍ଲାରେ ଘଟିଥିଲା ଏହି ଘଟଣା । ପଲାଡି(M) ଅନ୍ତର୍ଗତ ଶିବା ଗ୍ରାମରେ ଭୀମ ନାମକ ଶିଶୁପୁତ୍ରଟି ଖେଳୁଥିବା ସମୟରେ ଅଜାଣତରେ ବୋରୱେଲରେ ଖସି ପଡିଥିଲା । ଏହି ଘଟଣା ପରେ ଶିବଗଞ୍ଜ ସବ୍‌-ଡିଭିଜିନାଲ ମାଜିଷ୍ଟ୍ରେଟ୍‌ ଭାଗିରଥ ଚୌଧୁରୀ ପିଲାଟି 15 ଫୁଟ ତଳେ ଫସି ରହିଥିବା ସୂଚନା ଦେଇଥିଲେ ।

ଏହାସହ ପିଲାଟିକୁ ପିଇବା ପାଇଁ ପାଣି ଓ ଗର୍ତ୍ତ ଭିତରକୁ ଅମ୍ଳଜାନ ଛଡ଼ାଯାଉଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପିଲାକୁ ଗର୍ତ୍ତରୁ ବାହାର କରାଯାଇଛି ।

Intro:Body:

BLANK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.