ରାଞ୍ଚି: ଦେଶ ବହୁତ ବିକାଶ କଲାଣି, ହେଲେ ଲୋକଙ୍କ ଚିନ୍ତାଧାରା ଏପର୍ଯ୍ୟନ୍ତ ବିକଶିତ ହୋଇପାରିଲା ନାହିଁ । ଆଜି ବି ଲୋକେ ଅନ୍ଧବିଶ୍ବାସର ସାହାରା ନେଉଛନ୍ତି । ଆଉ ଏହି ଅନ୍ଧବିଶ୍ବାସ ଯୋଗୁଁ ନିଷ୍ପାପଙ୍କ ଜୀବନ ଯାଉଛି । ଝାଡଖଣ୍ଡ ଗୁମଲା ଜିଲ୍ଲାର ସିସଇ ଥାନା ଅନ୍ତର୍ଗତ ସିସକାରୀ ଗାଁରେ ଏଭଳି ଏକ ଅନ୍ଧବିଶ୍ବାସ ଘଟଣା ସାମନାକୁ ଆସିଛି । ଏଠାରେ କେତେକ ଦୁର୍ବୃତ୍ତ ଗାଁ ଭିତରକୁ ପ୍ରବେଶ କରି 4 ଜଣଙ୍କୁ ଲାଠିରେ ପିଟି ପିଟି ହତ୍ୟା କରିଛନ୍ତି ।
ଅନ୍ଧବିଶ୍ବାସର କରୁଣ ପରିଣତି: ଘରୁ ଟାଣି ଆଣି 4 ଜଣଙ୍କୁ ପିଟିପିଟି ହତ୍ୟା
ରାଞ୍ଚିର ଗୁମଲା ଜିଲ୍ଲାରେ ଅନ୍ଧବିଶ୍ବାସ ନେଲା 4 ଜୀବନ । ଗୁଣି-ଗାରେଡି ସନ୍ଦେହରେ ସିସକାରୀ ଗାଁରେ 4 ବ୍ୟକ୍ତିଙ୍କୁ ଲାଠିରେ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅସଲ କାରଣ ଖୋଜୁଛି ।
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ରାଞ୍ଚି: ଦେଶ ବହୁତ ବିକାଶ କଲାଣି, ହେଲେ ଲୋକଙ୍କ ଚିନ୍ତାଧାରା ଏପର୍ଯ୍ୟନ୍ତ ବିକଶିତ ହୋଇପାରିଲା ନାହିଁ । ଆଜି ବି ଲୋକେ ଅନ୍ଧବିଶ୍ବାସର ସାହାରା ନେଉଛନ୍ତି । ଆଉ ଏହି ଅନ୍ଧବିଶ୍ବାସ ଯୋଗୁଁ ନିଷ୍ପାପଙ୍କ ଜୀବନ ଯାଉଛି । ଝାଡଖଣ୍ଡ ଗୁମଲା ଜିଲ୍ଲାର ସିସଇ ଥାନା ଅନ୍ତର୍ଗତ ସିସକାରୀ ଗାଁରେ ଏଭଳି ଏକ ଅନ୍ଧବିଶ୍ବାସ ଘଟଣା ସାମନାକୁ ଆସିଛି । ଏଠାରେ କେତେକ ଦୁର୍ବୃତ୍ତ ଗାଁ ଭିତରକୁ ପ୍ରବେଶ କରି 4 ଜଣଙ୍କୁ ଲାଠିରେ ପିଟି ପିଟି ହତ୍ୟା କରିଛନ୍ତି ।
Intro:Body:
Conclusion:
NATIONAL NEWS
Conclusion: