ETV Bharat / bharat

ବିହାର ଚମ୍ପାରଣରେ SSB ଓ STFର ମିଳିତ ଏନକାଉଣ୍ଟର, 4 ନକ୍ସଲ ନିପାତ

author img

By

Published : Jul 10, 2020, 11:06 AM IST

Updated : Jul 10, 2020, 1:58 PM IST

ବିହାର ଚମ୍ପାରଣରେ SSB ଓ STFର ମିଳିତ ଏନକାଉଣ୍ଟର । 4 ନକ୍ସଲ ନିହତ ହୋଇଥିବା ବେଳେ ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ରହିଛି ।

ବିହାର ଚମ୍ପାରଣରେ SSB ଓ STFର ମିଳିତ ଏନକାଉଣ୍ଟର, 4 ନକ୍ସଲ ନିପାତ
ବିହାର ଚମ୍ପାରଣରେ SSB ଓ STFର ମିଳିତ ଏନକାଉଣ୍ଟର, 4 ନକ୍ସଲ ନିପାତ

ପାଟଣା: ବିହାର ଚମ୍ପାରଣ ଜିଲ୍ଲାରେ SSB(ସଶସ୍ତ୍ର ସୀମା ବଳ) ଓ STF(ସ୍ପେସିଆଲ ଟାକ୍ସ ଫୋର୍ସ) ର ମିଳିତ ଏନକାଉଣ୍ଟର । ଏଥିରେ 4 ନକ୍ସଲ ନିପାତ ହୋଇଥିବା ସୂଚନା ଦେଇଛି ବାଘା ଲୋକାରିଆ ପୋଲିସ ।

ସୂଚନାନୁଯାୟୀ, ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବାଘା ଅଞ୍ଚଳରେ ଏଏସବି ଓ ଏଟିଏଫର ମିଳିତ ଉଦ୍ୟମରେ ଏନକାଉଣ୍ଟର ହୋଇଛି । ତେବେ ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ଯେଉଁଥିରେ 3 ସେଲ୍ଫ ଲୋଡିଂ ରାଇଫଲ ଜବତ ହୋଇଥିବା ନେଇ ସୂଚନା ରହିଛି ।

ବାଲ୍ମିକି ଟାଇଗର ରିଜର୍ଭ (ବିଟିଆର) ଜଙ୍ଗଲରେ ଏସଟିଏଫ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ, STF ଓ SSB ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ | ସର୍ଚ୍ଚ ଅପରେସନ୍ ସମୟରେ ନକ୍ସଲମାନେ STF ଏବଂ SSB ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାପରେ ପାଲଟା ଜାବାବରେ ଏବେ ସୁଦ୍ଧା 4 ଜଣ ନକ୍ସଲ ନିପାତ ହୋଇଥିବା ଜଣାପଡିଛି ।

ତେବେ ନକ୍ସଲର ପୁରା ଟିମକୁ କାବୁ କରିବାକୁ ଅପରେସନ ଜାରି ରହିଛି । ଯେତେବଳେ କି ଲଗାତାର ବର୍ଷା ହେଉଥିବା ହେତୁ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିବା କାଠିଗର ପାଠ ହେଉଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 10, 2020, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.