ମୁମ୍ବାଇ: ମହାରାଷ୍ଟ୍ର ସତରା ଜିଲ୍ଲାରେ ଭୂମିକମ୍ପ । ଗୁରୁବାର ସକାଳୁ ଏହି ଭୂମିକମ୍ପ ଅନୂଭୂତ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4.8 ରହିଛି ।
ଭୂମିକମ୍ପଟି 10 କିଲୋମିଟର ଗଭୀର ଥିଲା । ସକାଳ 7.47ରେ ହୋଇଥିଲା ଭୂମିକମ୍ପ । ବର୍ତ୍ତମାନ ସୁଦ୍ଧା ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ ।