ETV Bharat / bharat

ଭୂକମ୍ପରେ ଥରିଲା ଆସାମ, ତୀବ୍ରତା 4.0 ରେକର୍ଡ - 4.0 magnitude earthquake

ଭୂକମ୍ପରେ ଥରିଲା ଆସାମ। ରିକ୍ଟର ସ୍କେଲରେ ତୀବ୍ରତା 4.0 ରେକର୍ଡ କରାଯାଇଛି। ଭୂକମ୍ପର ଝଟକା ରାଜ୍ୟର ହଇଲାକାଣ୍ଡି ଠାରେ ସକାଳ 4.25ରେ ଅନୁଭୂତ ହୋଇଥିବା ଜାତୀୟ ସେସିମୋଲୋଜି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଭୂକମ୍ପରେ ଥରିଲା ଆସାମ, ତୀବ୍ରତା 4.0 ରେକର୍ଡ
ଭୂକମ୍ପରେ ଥରିଲା ଆସାମ, ତୀବ୍ରତା 4.0 ରେକର୍ଡ
author img

By

Published : Jul 18, 2020, 7:26 AM IST

ଗୌହାଟୀ: ଆସାମରେ ପ୍ରକୃତିର କରାଳ ରୂପ। ଜଳଘେରରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଏହି ସମୟରେ ବାରମ୍ବାର ଭୂକମ୍ପର ଝଟକା।

ସକାଳୁ ଭୂକମ୍ପରେ ଥରିଲା ଆସାମ। ରିକ୍ଟର ସ୍କେଲରେ ତୀବ୍ରତା 4.0 ରେକର୍ଡ କରାଯାଇଛି। ଭୂକମ୍ପର ଝଟକା ରାଜ୍ୟର ହଇଲାକାଣ୍ଡି ଠାରେ ସକାଳ 4.25ରେ ଅନୁଭୂତ ହୋଇଥିବା ଜାତୀୟ ସେସିମୋଲୋଜି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଶୁକ୍ରବାର ମିଜୋରାମରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ତୀବ୍ରତା 5.1 ରେକର୍ଡ କରାଯାଇଥିଲା। ତେବେ ଏହାର କେନ୍ଦ୍ରସ୍ଥଳ ଦକ୍ଷିଣ ଚମ୍ଫାଇର 18 କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା। ଭୂକମ୍ପ ନେଇ ଏନସିଏସ( ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜି) ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.