ETV Bharat / bharat

ଗୋଆର ଏକ ଗାଁରେ ବେଆଇନ ଭାବେ ରହିଥିବା 4 ଆଫ୍ରିକୀୟ ଅଟକ

ଉତ୍ତର ଗୋଆରେ ଏକ ଗ୍ରାମରେ ବେଆଇନ ଭାବରେ ରହିଥିବା 4 ଆଫ୍ରିକୀୟ ବିଦେଶୀ ନାଗରିକଙ୍କୁ ପୋଲିସ ଅଟକ ରଖିଛି । ଏହି ତିନିଜଣ ନାଇଜେରିଆର ମୂଳ ବାସିନ୍ଦା ହୋଇଥିବାବେଳେ କେନିଆର ଜଣେ ମହିଳା ରହିଥିବା ପୋଲସି (ଆଣ୍ଟି-ନାର୍କୋଟିକ୍ସ ସେଲ୍) ଶୋଭିତ ସକ୍ସେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : May 13, 2020, 12:14 AM IST

Goa village
Goa village

ପାଣାଜୀ: କୋରୋନା ମୁକ୍ତ ଗୋଆ । ମାତ୍ର ଗୋଆରେ କେନ୍ଦ୍ର ସରକାରଙ୍କ ଦ୍ବାରା ସମସ୍ତ ପ୍ରକାର ନିୟମକୁ କଡାକଡି ପାଳନ କରାଯାଉଛି । ଏପରିସ୍ଥଳେ ଉତ୍ତର ଗୋଆରେ ଏକ ଗ୍ରାମରେ ବେଆଇନ ଭାବରେ ରହିଥିବା 4 ଆଫ୍ରିକୀୟ ବିଦେଶୀ ନାଗରିକଙ୍କୁ ପୋଲିସ ଅଟକ ରଖିଛି ।

ଏହି ତିନିଜଣ ନାଇଜେରିଆର ମୂଳ ବାସିନ୍ଦା ହୋଇଥିବାବେଳେ କେନିଆର ଜଣେ ମହିଳା ରହିଥିବା ପୋଲସି (ଆଣ୍ଟି-ନାର୍କୋଟିକ୍ସ ସେଲ୍) ଶୋଭିଏତ ସକ୍ସେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ ଏହି ଚାରିଜଣ ବିଦେଶୀଙ୍କ ନିକଟରରେ ପାସପୋର୍ଟ, ଭିସା କିମ୍ବା ପରିଚୟପତ୍ର ନଥିବା ଦେଖିବାକୁ ମିଳିଛି ।

ସକ୍ସେନା କହିଛନ୍ତି, ସେମାନଙ୍କୁ ଡିଟେନ୍ସନ କେନ୍ଦ୍ରରେ ରଖାଯାଇଛି । ସେମାନେ ରହୁଥିବା ଘରର ମାଲିକଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.