ETV Bharat / bharat

ପୁଣି ଭୂମିକମ୍ପରେ ଥରିଲା ମେଘାଳୟ - ନ୍ୟାସନାଲ ସେଣ୍ଟର ଅଫ୍ ସେସ୍ମୋଲୋଜୀ

କୋରୋନା ସଙ୍କଟ କାଳରେ ଦେଶ ପାଇଁ ଆଉ ଏକ ସଙ୍କଟ ହୋଇ ମୁଣ୍ଡ ଟେକିଛି ଭୂମିକମ୍ପ । ତେବେ ରବିବାର ପୁଣି ମେଘାଳୟର ତୁରାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।

_earthquake
ପୁଣି ଭୂମିକମ୍ପରେ ଥରିଲା ମେଘାଳୟ
author img

By

Published : Jun 28, 2020, 3:33 PM IST

ଶିଲଙ୍ଗ୍:କୋରୋନା ସଙ୍କଟ କାଳରେ ଦେଶ ପାଇଁ ଆଉ ଏକ ସଙ୍କଟ ହୋଇ ମୁଣ୍ଡ ଟେକିଛି ଭୂମିକମ୍ପ । ତେବେ ରବିବାର ପୁଣି ମେଘାଳୟର ତୁରାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ସୂଚନା ଅନୁଯାୟୀ, ରବିବାର ଅପରାହ୍ନ 12.24 ମିନିଟରେ ମେଘାଳୟର ତୁରାଠାରେ ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲ ତିବ୍ରତା 3.9 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଅଫ୍ ସେସ୍ମୋଲୋଜୀ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଶୁକ୍ରବାର ମଧ୍ୟ ତୁରାର 75 କିମି ଦୂର ପଶ୍ଚିମରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତିବ୍ରତା 3.3 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.