ETV Bharat / bharat

24 ଘଣ୍ଟାରେ 36 ବିଏସଏଫ ଯବାନ କୋରୋନା ପଜେଟିଭ - କୋରୋନା ପଜେଟିଭ

ବଢୁଛି କୋଭିଡ ମାମଲ । 24 ଘଣ୍ଟାରେ 36 ବିଏସଏଫ ଯବାନ କୋରୋନା ପଜେଟିଭ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 526 ।ଅଧିକ ପଢନ୍ତୁ......

36 more Border Security Force (BSF) personnel tested positive for COVID19
24 ଘଣ୍ଟାରେ 36 ବିଏସଏଫ ଯବାନ କୋରୋନା ପଜେଟିଭ
author img

By

Published : Jul 6, 2020, 8:52 AM IST

ନୂଆଦିଲ୍ଲୀ: 24 ଘଣ୍ଟାରେ 36 ବିଏସଏଫ ଯବାନ କୋରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ 33 ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ଏବେବି 526 ସକ୍ରିୟ ମାମଲା ରହିଥିବା ବେଳେ ଏପର୍ଯ୍ୟନ୍ତ ମୋଟ 817 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଲଗାତର କିଛି ଦିନ ଧରି ଯବାନ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି ।

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନୂଆ ନୂଆ ପଜେଟିଭ ମାମଲା ସାମ୍ନାକୁ ଆସୁଥିବା ବେଳେ ପ୍ରତିଦିନ ଏହି ଭାଇରସ ନେଉଛି ଶହ ଶହ ମୁଣ୍ତ। ସଂକ୍ରମଣକୁ ରୋକିବା ପାଇଁ ଦେଶରେ ମୋଦି ସରକାର ଲକଡାଉନ,ସଟଡାଉନ , ଅନଲକ 1 ଓ ଅନଲକ 2କୁ ଲାଗୁ ମଧ୍ୟ କରି ସାରିଛନ୍ତି । ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 6,73,165 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 19,268 ରହିଛି ।

ସୌଜନ୍ୟ @ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.