ETV Bharat / bharat

ଆଫଗାନିସ୍ତାନରେ ବୋମା ବିସ୍ଫୋରଣ, 34 ମୃତ

author img

By

Published : Jul 31, 2019, 9:37 AM IST

ଆଫଗାନିସ୍ତାନରେ ବୋମା ବିସ୍ଫୋରଣ ଘଟି 34 ଲୋକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି ।

ଫାଇଲ ଫଟୋ

କାବୁଲ୍: ଆଫଗାନିସ୍ତାନରେ ବୋମା ବିସ୍ଫୋରଣ ଘଟି 34 ଲୋକଙ୍କ ମୃତ୍ୟୁ ଘଟିଛି । ବୁଧବାର ସକାଳେ ଆଫଗାନିସ୍ତାନର ହୈରାତ୍ -କାନ୍ଦାହାର ରାଜରାସ୍ତାରେ ବୋମା ବିସ୍ଫୋରଣ ଘଟିବାରୁ 34ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି ।

ମୃତକଙ୍କ ମଧ୍ୟରେ ମହିଳା, ଶିଶୁ, ବୃଦ୍ଧ ବ୍ୟକ୍ତି ରହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.