ETV Bharat / bharat

ବେଙ୍ଗାଲୁରୁରେ ପହଞ୍ଚିଲେ ବିଦେଶରେ ଫସିଥିବା 325 କାନାଡିୟାନ - କୋରୋନା ଭାଇରସ

କୋରୋନା ଭାଇରସକୁ କାରଣରୁ ଲଣ୍ଡନରେ ଫସିଥିବା 325 କାନାଡା ନାଗରିକ ଭୋର 4.20 ସମୟରେ ବିମାନ ଯୋଗେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ପହଞ୍ଚିଛନ୍ତି ।

forigner return
ବାଙ୍ଗାଲୁରୁରେ ପହଞ୍ଚିଲେ ବିଦେଶରେ ଫସିଥିବା 325 କାନାଡିୟାନ
author img

By

Published : May 11, 2020, 2:47 PM IST

ବେଙ୍ଗାଲୁରୁ: ବିଦେଶରେ ଫସିଥିବା 325 କାନାଡିୟାନ ବେଙ୍ଗାଲୁରୁରେ ପହଞ୍ଚିଲେ । କୋରୋନା ଭାଇରସକୁ କାରଣରୁ ଲଣ୍ଡନରେ ଫସିଥିବା 325 କାନାଡା ନାଗରିକ ଭୋର 4.20 ସମୟରେ ବିମାନ ଯୋଗେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ପହଞ୍ଚିଛନ୍ତି ।

ବାଙ୍ଗାଲୁରୁରେ ପହଞ୍ଚିଲେ ବିଦେଶରେ ଫସିଥିବା 325 କାନାଡିୟାନ

ତେବେ ଯାତ୍ରୀମାନେ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କର ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଥିବା ବେଳେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ହୋଟେଲରେ ଏକ 14 ଦିନିଆ କ୍ବାରେଣ୍ଟିନ ବ୍ୟବସ୍ଥା କରାଯାଇଛି । ଏଥିସହ ଯାତ୍ରୀମାନଙ୍କୁ ସେମାନଙ୍କ ପସନ୍ଦ ମୁତାବକ ହୋଟେଲ ଚୟନ ପାଇଁ ସୁବିଧା ଦିଆଯାଇଛି । ଏଥିସହ ବିଏମଟିସି ବସ୍‌ରେ 20 ଜଣ ଲୋକଙ୍କୁ ହୋଟେଲକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି।

ଏହାଛଡା ଜିଲ୍ଲା ସ୍ତରର ଅଧିକାରୀ ଦଳର ଦାୟିତ୍ୱରେ ଅଛନ୍ତି। ଏଥିସହ ହୋଟେଲ ମ୍ୟାନେଜମେଣ୍ଟ ବିଦେଶୀ ଫେରନ୍ତା ଯାତ୍ରୀଙ୍କ ଭୋଜନ ବ୍ୟବସ୍ଥାର ତଦାରଖ କରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.