ETV Bharat / bharat

ଭାରତୀୟ ସେନାରେ ଯୋଗ ଦେଲେ ଜମ୍ମୁ-ଲଦାଖର 301 ଯୁବକ

ଜମ୍ମୁ କାଶ୍ମୀର ଲାଇଟ୍ ଇନଫାଣ୍ଟ୍ରି ରେଜିମେଣ୍ଟାଲ ସେଣ୍ଟର ଶନିବାର ଜମ୍ମୁ କାଶ୍ମୀର ଏବଂ ଲଦାଖ ଅଞ୍ଚଳର 301 ଯୁବକଙ୍କୁ ସେନାରେ ସାମିଲ କରିବା ସହ ବ୍ୟାଚ ପ୍ରଦାନ କରିଛି ।

author img

By

Published : Oct 10, 2020, 6:28 PM IST

ଭାରତୀୟ ସେନା
ଭାରତୀୟ ସେନା

ଶ୍ରୀନଗର: ଜମ୍ମୁ କାଶ୍ମୀର ଲାଇଟ୍ ଇନଫାଣ୍ଟ୍ରି ରେଜିମେଣ୍ଟାଲ ସେଣ୍ଟର ଶନିବାର ଜମ୍ମୁ କାଶ୍ମୀର ଏବଂ ଲଦାଖ ଅଞ୍ଚଳର 301 ଯୁବକଙ୍କୁ ସେନାରେ ସାମିଲ ସହ ବ୍ୟାଚ ପ୍ରଦାନ କରିଛି । ଏହାସହ ଏହି ସମସ୍ତ ଯବାନ ଭାରତୀୟ ବାୟୁସେନାରେ ଯୋଗ ଦେବେ । ଏକ ବର୍ଷର କଠିନ ପ୍ରଶିକ୍ଷଣ ପରେ ବାନା ସିଂ ପ୍ୟାରେଡ୍ ଗ୍ରାଉଣ୍ଡରେ 10 ଅକ୍ଟୋବର 2010ରେ ଏକ ଚମତ୍କାର ପରେଡର ଆୟୋଜନ କରାଯାଇଥିଲା ।

ଚିନାର କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ବି.ଏସ୍ ରାଜୁଙ୍କ ଦ୍ବାରା ପରେଡ ସମୀକ୍ଷା କରାଯାଇଥିଲା । ରେଜିମେଣ୍ଟର ଯୁବ ସୈନିକ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଭାଗରୁ ଯୋଗ ଦେଇଥିଲେ । ଏହାସହ ରେଜିମେଣ୍ଟାଲ୍ ଗୀତ ମଧ୍ୟ ଗାଇଥିଲେ । ଲେଫ୍ଟନାଣ୍ଟ ଜେନେରାଲ ବି.ଏସ୍ ରାଜୁ ଯୁବ ସୈନିକଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶ ପ୍ରତି ନିଃସ୍ବାର୍ଥପର ସେବାରେ ପ୍ରଭାବିତ ହେବାକୁ କହିଥିଲେ ।

ଚିନାର କର୍ପସ କମାଣ୍ଡର ସମସ୍ତ ଯୁବ ସୈନିକଙ୍କ ଉପରେ ଗୁରୁତ୍ବାରୋପ କରିଛନ୍ତି । ଏହାସହ ପ୍ରଶିକ୍ଷଣର ବିଭିନ୍ନ ଦିଗରେ ସଫଳ ହୋଇଥିବା ଯୁବ ସୈନିକ ସମୀକ୍ଷା ଅଧିକାରୀଙ୍କ ଦ୍ବାରା ସମ୍ମାନିତ ହୋଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.