ETV Bharat / bharat

କର୍ଣ୍ଣାଟକରେ ଗୋଟିଏ ପରିବାରରେ 3 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Mar 31, 2020, 9:52 AM IST

କର୍ଣ୍ଣାଟକର ବେଲାରୀରେ ଏକ ପରିବାରର 3 ଜଣ ସଦସ୍ୟ କୋରୋନା ଆକ୍ରାନ୍ତ ଥିବା ଖବର ସାମ୍ନାକୁ ଆସିଛି । ଯାହାର ସୂଚନା ଦେଇଛନ୍ତି କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି.ଶ୍ରୀରାମୁଲୁ ।

3 positive cases confirmed in one family in karnataka
କର୍ଣ୍ଣାଟକରେ ଗୋଟିଏ ପରିବାରରେ 3 କୋରୋନା ଆକ୍ରାନ୍ତ ଚିହ୍ନଟ

ବେଙ୍ଗାଲୁରୁ: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦ୍ରୃତ ଗତିରେ ବଢୁଥିବା ବେଳେ ବର୍ତ୍ତମାନ ଦେଶରେ କୋରୋନା ଦ୍ବିତୀୟ ଷ୍ଟେଜରେ ରହିଛି । ତେବେ ସୋମବାର ଦେଶର ବିଭିନ୍ନ ରାଜ୍ୟରୁ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକର ବେଲାରୀରେ ଏକ ପରିବାରର 3 ଜଣ ସଦସ୍ୟ କୋରୋନା ଆକ୍ରାନ୍ତ ଥିବା ଖବର ସାମ୍ନାକୁ ଆସିଛି । ଯାହାର ସୂଚନା ଦେଇଛନ୍ତି କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ ।

ପ୍ରକାଶ ଥାଉକି, ସମଗ୍ର ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1074 ଟପିଥିବା ବେଳେ କେବଳ କର୍ଣ୍ଣାଟକରେ 91 କୋରୋନା ଆକ୍ରାନ୍ତ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.