ETV Bharat / bharat

କୋରୋନା ଅପଡେଟ: ଗୋଟିଏ ଦିନରେ 26,624 ଆକ୍ରାନ୍ତ ଚିହ୍ନଟ

author img

By

Published : Dec 20, 2020, 12:17 PM IST

ଭାରତରେ କମୁଛି କୋରୋନା ସଂକ୍ରମଣ। ଦୈନିକ ଆସୁଛି 20 ରୁ ଉର୍ଦ୍ଧ୍ବ ପଜିଟିଭ । ସୁଧୁରୁଛି ସ୍ଥିତି। ଅଧିକ ପଢନ୍ତୁ...

କୋରୋନା ଅପଡେଟ: ଗୋଟିଏ ଦିନରେ 26,624 ଆକ୍ରାନ୍ତ ଚିହ୍ନଟ
କୋରୋନା ଅପଡେଟ: ଗୋଟିଏ ଦିନରେ 26,624 ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ମୁତାବକ, ଗତ 24 ଘଣ୍ଟାରେ ଦେଶରେ 26 ହଜାର 624 ଟି କୋରୋନା ପଜିଟିଭ ସଂଖ୍ୟା ରିପୋର୍ଟ ହୋଇଛି । ସେହିପରି 341 ନୂଆ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଗୋଟିଏ ଦିନରେ 29 ହଜାର 690 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ନୂଆ ରିପୋର୍ଟକୁ ମିଶାଇ 1 କୋଟି 31 ହଜାର 223ରେ ପହଞ୍ଚିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ସେଥିମଧ୍ୟରୁ 95 ଲକ୍ଷ 80 ହଜାର 402 ଜଣ ଦେଶର ବିଭିନ୍ନ କୋଭିଡ କେୟାରରେ ରହି ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି । 1 ଲକ୍ଷ 45 ହଜାର 477 ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ 3 ଲକ୍ଷ 05 ହଜାର 344 ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.