ETV Bharat / bharat

ଦିଲ୍ଲୀରେ 24ଘଣ୍ଟାରେ 25 ନୂଆ କୋରୋନା ପଜିଟିଭ ଚିହ୍ନଟ

author img

By

Published : Mar 31, 2020, 9:13 AM IST

ରାଜଧାନୀରେ ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମଣ । 24 ଘଣ୍ଟାରେ 25 ନୂଆ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ..

25 new corona case in delhi
ଦିଲ୍ଲୀରେ 24ଘଣ୍ଟାରେ 25 ନୂଆ କୋରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ 24 ଘଣ୍ଟାରେ ଆହୁରି 25 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 97ରେ ପହଞ୍ଚିଥିବା ବେଳେ 2 ଜଣଙ୍କ ମୃତ୍ୟୁ ହୋଇଛି ।

ଏହାସହ ସଂକ୍ରମଣ ଯୋଗୁଁ ପ୍ରାୟ 89 ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ 5 ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜଣାପଡିଛି ।

ଦିଲ୍ଲୀ ସରକାରଙ୍କ ପକ୍ଷରୁ ଡୋର ଟୁ ଡୋର ଟ୍ରେସିଂ କରୁଛନ୍ତି ସ୍ବାସ୍ଥ୍ୟ କର୍ମୀ। ଯାହା ଦ୍ବାରା କେଉଁଠି ବି କୋରୋନା ଲକ୍ଷଣ ଜଣାପଡୁଥିବା ବ୍ୟକ୍ତି ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇ ପରୀକ୍ଷା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.