ETV Bharat / bharat

ପଞ୍ଜାବରେ 21 ନୂଆ କୋରୋନା ପଜିଟିଭ ଚିହ୍ନଟ, 151 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା - COVID19

ଶୁକ୍ରବାର ପଞ୍ଜାବରେ 21ଟି ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 151ରେ ପହଞ୍ଚିଛି । ଅଧିକ ପଢନ୍ତୁ....

21 new #COVID19 positive cases have been reported in Punjab today
ପଞ୍ଜାବରେ 21 ନୂଆ କୋରୋନା ପଜିଟିଭ ଚିହ୍ନଟ, 151 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
author img

By

Published : Apr 10, 2020, 7:09 PM IST

ଚଣ୍ଡୀଗଡ: ପଞ୍ଜାବରେ 21ଟି ନୂଆ କୋରୋନା ପଜିଟିଭ ଚିହ୍ନଟ । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 151ରେ ପହଞ୍ଚିଛି । ଶୁକ୍ରବାର ପଞ୍ଜାବ ସରକାର ଏନେଇ ସୂଚନା ଦେଇଛନ୍ତି ।

ରାଜ୍ୟରେ ବଢୁଥିବା କୋରାନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଲକଡାଉନ ଅବଧିକୁ ମେ 1 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା 6761ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 206ରେ ପହଞ୍ଚିଛି । ଏପଟେ ସୁସ୍ଥ ହୋଇ 516ଜଣ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରକାଶ ପାଇଛି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.