ETV Bharat / bharat

24 ଘଣ୍ଟାରେ ମୁମ୍ବାଇରେ 1002 ପଜିଟିଭ, ମହାରାଷ୍ଟ୍ରରେ 2091

author img

By

Published : May 26, 2020, 10:42 PM IST

ମହାରାଷ୍ଟ୍ରରେ 24 ଘଣ୍ଟାରେ 2091ଟି ଆକ୍ରାନ୍ତ ସ୍ପଷ୍ଟ ହୋଇଛି । ଏପର୍ଯ୍ୟନ୍ତ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 54 ହଜାର 758 ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଅଧିକ ପଢନ୍ତୁ...

24 ଘଣ୍ଟାରେ ମୁମ୍ବାଇରେ 1002 ପଜିଟିଭ, ମହାରାଷ୍ଟ୍ରରେ 2091
24 ଘଣ୍ଟାରେ ମୁମ୍ବାଇରେ 1002 ପଜିଟିଭ, ମହାରାଷ୍ଟ୍ରରେ 2091

ମୁମ୍ବାଇ: ମହାରାଷ୍ଟ୍ରରେ ଗତ କିଛିଦିନ ଧରି ବାହାରୁଥିବା କୋରୋନା ପଜିଟିଭରେ ମଙ୍ଗଳବାର ସାମାନ୍ୟ ହ୍ରାସ ଘଟିଛି । ତଥାପି ଏହା 2000 ଉପରେ ରହିଛି । 24 ଘଣ୍ଟାରେ ଏଠାରେ 2091ଟି କେସ ବାହାରିଛି ।

ତେବେ ମୁମ୍ବାଇରେ ଗୋଟିଏ ଦିନର ଆକ୍ରାନ୍ତ ସଂଖ୍ୟା ରେକର୍ଡ କରିଛି । ପ୍ରଥମ ଥର ଏହା 1000 ଉପରେ ରହିଛି । ମଙ୍ଗଳବାର ମାୟା ନଗରୀରେ 1002 ପଜିଟିଭ ବାହାରିଛନ୍ତି । ଫଳରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 32 ହଜାର 791 ପହଞ୍ଚିଛି । ସେହିପରି 24 ଘଣ୍ଟାରେ 39 ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁସଂଖ୍ୟା 1065 ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ମହାରାଷ୍ଟ୍ରରେ 24 ଘଣ୍ଟାରେ 2091ଟି ଆକ୍ରାନ୍ତ ସ୍ପଷ୍ଟ ହୋଇଛି । ଏପର୍ଯ୍ୟନ୍ତ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 54 ହଜାର 758 ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହାସହ ମଙ୍ଗଳବାର 97ଟି ମୃତ୍ୟୁ ରେକର୍ଡ ହୋଇଛି । ତେବେ ସବୁଦିନ ଅପେକ୍ଷା ମଙ୍ଗଳବାର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମ ରହିଛି । ପ୍ରାୟ ସବୁଦିନ 2500 ଉପରେ କେସ ବାହାରୁଥିବାବେଳେ 24 ଘଣ୍ଟାରେ ଏହାଠାରୁ କମ ରହିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.