ETV Bharat / bharat

ପ୍ରତିଶୃତି ରଖିଲା ରେଳବିଭାଗ: ପିୟୁଷ ଗୋଏଲ

author img

By

Published : May 20, 2020, 3:13 PM IST

ଗୋଟିଏ ଦିନରେ 204 ଶ୍ରମିକ ସ୍ପେସିଆଲ ଟ୍ରେନ ଚଳାଇ ଭାରତୀୟ ରେଳୱେ ନିଜର ପ୍ରତିଶୃତି ପାଳନ କରିଥିବା ବୁଧବାର ରେଳମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି।

_railway
ପ୍ରତିଶୃତି ରଖିଲା ରେଳୱେ

ନୂଆଦିଲ୍ଲୀ: ଗୋଟିଏ ଦିନରେ 204 ଶ୍ରମିକ ସ୍ପେସିଆଲ ଟ୍ରେନ ଚଳାଇ ଭାରତୀୟ ରେଳୱେ ନିଜର ପ୍ରତିଶୃତି ପାଳନ କରିଥିବା ବୁଧବାର ରେଳମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ପିୟୁଷ ଗୋଏଲ ଏକ ଟ୍ବିଟ୍ ମାଧ୍ୟମରେ କହିଛନ୍ତି ଯେ, ପ୍ରତିଦିନ 200ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଚଳାଇବାକୁ ରେଳୱେ ପ୍ରତିଶୃତି ଦେଇ ଗତ ମଙ୍ଗଳବାର 204 ଟି ଟ୍ରେନ୍ ଚଳାଇଥିଲା । ଯେଉଁଥିରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରା ଯାଇଛି ।

ଗତ ମଙ୍ଗଳବାର ରେଳୱେ ଶ୍ରମିକମାନଙ୍କ ପାଇଁ 200 ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଇବାକୁ ପ୍ରତିଶୃତି ଦେଇଥିଲା । ଏହି ଟ୍ରେନ ସଂଖ୍ୟା ବୃଦ୍ଧି କରାଯାଇ ଗତ ମଙ୍ଗଳବାର 204ଟି ଟ୍ରେନ୍ ଚଳାଚଳ କରିଥିଲା। ଭାରତୀୟ ରେଳୱେ ଦ୍ୱାରା ଶ୍ରମିକଙ୍କ ପାଇଁ ଏପର୍ଯ୍ୟନ୍ତ ମୋଟ 1773 ଶ୍ରମିକ ସ୍ପେସିଆଲ ଟ୍ରେନ୍ ଚଳାଚଳ କରିଛି ରେଳମନ୍ତ୍ରୀ ଟ୍ୱିଟ୍ କରି କହିଥିଲେ ।

ଏହାଛଡା ସେ ଏକ ସୂଚନା ମଧ୍ୟ ଦେଇଛନ୍ତି ଯେ ଟାଇମ୍ ଟେବୁଲ୍ ଅନୁଯାୟୀ ଜୁନ 1ରୁ 200 ଟି ନନ-ଏୟାର କଣ୍ଟିସନଣ୍ଡ ଟ୍ରେନ୍ ଚଳାଇବାକୁ ମନ୍ତ୍ରଣାଳୟ ଯୋଜନା କରୁଛି । ଯେଉଁଥିପାଇଁ ଖୁବ୍ ଶୀଘ୍ର ଅନଲାଇନ୍ ବୁକିଂ ଆରମ୍ଭ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.