ETV Bharat / bharat

ଉତ୍ତରପ୍ରଦେଶରୁ କୋଟା ଗଲା 2ଶହ ବସ, ଫେରିବେ ଫସିଥିବା ଛାତ୍ର - lockdown

ଉତ୍ତରପ୍ରଦେଶରୁ କୋଟା ଗଲା 2 ଶହ ବସ । ଫେରିବେ କୋଟାରେ ଫସିଥିବା ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

200 buses sent to kota for bringing student
ଉତ୍ତରପ୍ରଦେଶରୁ କୋଟା ଗଲା 2ଶହ ବସ
author img

By

Published : Apr 18, 2020, 1:04 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ଆଗ୍ରା ଠାରୁ 200 ବସ୍ ଏବଂ ଝାନ୍ସିରେ ଅନ୍ୟ 100ଟି ରାଜସ୍ଥାନର କୋଟାକୁ ପଠାଉଛନ୍ତି । ଯେଉଁଠାରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ହଜାର ହଜାର ଛାତ୍ରଛାତ୍ରୀ ଲକ ଡାଉନ ଯୋଗୁଁ ଫସିରହିଛନ୍ତି ।

"କୋଟାରେ ଅଟକି ରହିଥିବା ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ବସ୍ ପଠାଯାଉଛି । ଆମେ ଖାଦ୍ୟ, ପାଣି ବୋତଲ, ମାସ୍କ ଏବଂ ସାନିଟାଇଜର ପଠାଉଛୁ । ପ୍ରତ୍ୟେକ ବସ 25 ପିଲାଙ୍କୁ ଆଣିବ । ଝାନ୍ସିରୁ କିଛି ବସ ମଧ୍ୟ ପଠାଯିବ'' ବୋଲି ଆଗ୍ରାର ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

କୋଟା ସାଧାରଣତଃ ଏଜୁକେଶନ ହବ୍ ଭାବେ ଜଣାଶୁଣା । ଯେଉଁଠି ପିଲାମାନେ ପ୍ରବେଶିକା ପରୀକ୍ଷା ଆଦି ପାଇଁ ପ୍ରସ୍ତୁତ ହେବାକୁ ଯାଇଥାନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ, ଅନ୍ୟ ରାଜ୍ୟମାନେ ମଧ୍ୟ ସେମାନଙ୍କ ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.