ETV Bharat / bharat

ସ୍ବଦେଶ ଫେରିଲେ ପାକିସ୍ତାନ ଜେଲରେ ବନ୍ଦୀ ଥିବା 20 ଭାରତୀୟ ଧୀବର - ସ୍ବଦେଶ ଫେରିଲେ 20 ଭାରତୀୟ ଧୀବିର

ପାକିସ୍ତାନ ଜେଲରୁ ମୁକୁଳିଥିବା 20 ଭାରତୀୟ ଧୀବର ସୋମବାର ୱାଘା ସୀମାରେ ପହଞ୍ଚିଛନ୍ତି । ଏ ସମସ୍ତଙ୍କୁ ନଭେମ୍ବର 2018ରେ ପାକିସ୍ତାନୀ ଜଳ ସୀମାରେ ପ୍ରବେଶ କରିବା ନେଇ ଗିରଫ କରାଯାଇଥିଲା । ପଢନ୍ତୁ ପୁରା ଖବର...

20-indian-fishermen-freed-from-pak-jail
ପ୍ରତିକାତ୍ମକ ଫଟୋ
author img

By

Published : Jan 6, 2020, 9:52 PM IST

ଲାହୋର: ପାକିସ୍ତାନ ଜେଲରୁ ମୁକୁଳିଥିବା 20 ଭାରତୀୟ ଧୀବର ସୋମବାର ୱାଘା ସୀମାରେ ପହଞ୍ଚିଛନ୍ତି । ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ସଦ୍‌ଭାବରେ ଦେଖାଇ ଏହି ସମସ୍ତଙ୍କୁ ରବିବାର ମୁକୁଳାଇଥିଲା ପାକିସ୍ତାନ । ପାକିସ୍ତାନୀ ରେଞ୍ଜର୍ସ୍‌ ଏହି ଧୀବରଙ୍କୁ ଭାରତୀୟ ସୀମା ସୁରକ୍ଷା ବାହିନୀଙ୍କୁ ହସ୍ତାନ୍ତର କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

କରାଚିର ମାଲିର ଜିଲ୍ଲା କାରାଗାରରୁ ମୁକ୍ତ ହେବା ପରେ ରବିବାର ଲାହୋର ପହଞ୍ଚିଥିଲେ ଏମାନେ । ଏହାପରେ ସେମାନଙ୍କୁ ନିଜ ନିଜ କେନ୍ଦ୍ରରେ ନିଆଯାଇ ଭୋଜନ ଏବଂ ବସ୍ତ୍ର ଦିଆଯାଇଥିଲା । ତେବେ ଏହି ଧୀବରଙ୍କ ମଧ୍ୟରେ ଅଧିକାଂଶ ଆନ୍ଧ୍ର ପ୍ରଦେଶର ବୋଲି ଜଣାପଡିଛି । ଏହି ସମସ୍ତଙ୍କୁ ନଭେମ୍ବର 2018ରେ ପାକିସ୍ତାନୀ ଜଳ କ୍ଷେତ୍ରରେ ପ୍ରବେଶ କରିବା ନେଇ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.