ETV Bharat / bharat

ତାମିଲନାଡୁରେ 2 ନିଜାମୁଦ୍ଦିନ ଫେରନ୍ତା କୋରୋନା ପଜେଟିଭ - ତାମିଲନାଡୁରେ 2 କୋରୋନା ପଜେଟିଭ

ଦେଶରେ କୋଣ ଅନୁକୋଣରୁ ନିଜାମ୍ମୁଦ୍ଦୀନ ସମାବେଶରେ ଯୋଗ ଦେଇଥିବା ଲୋକଙ୍କୁ ଚିହ୍ନଟ କରାଯାଉଥିବା ବେଳେ ତାମିଲନାଡୁର ରାମେଶ୍ବରମରେ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

corona upadate
ତାମିଲନାଡୁରେ 2 କୋରୋନା ପଜେଟିଭ
author img

By

Published : Apr 2, 2020, 3:19 PM IST

ଚେନ୍ନାଇ: ଚିନ୍ତା ବଢାଇଛି ନିଜାମୁଦ୍ଦିନ ସମାବେଶ । ଦେଶରେ କୋଣ ଅନୁକୋଣରୁ ନିଜାମ୍ମୁଦ୍ଦୀନ ସମାବେଶରେ ଯୋଗ ଦେଇଥିବା ଲୋକଙ୍କୁ ଚିହ୍ନଟ କରାଯାଉଥିବା ବେଳେ ତାମିଲନାଡୁର ରାମେଶ୍ବରମରେ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁଯାୟୀ, ତାମିଲନାଡୁର 17 ଜଣ ଦିଲ୍ଲୀର ନିଜାମୁଦ୍ଦିନ ସମାବେଶରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ 2 ଜଣଙ୍କ ଠାରେ କୋରୋନା ଚିହ୍ନଟ ହୋଇଥିବା ଗୁରୁବାର ରାମନାଥପୁରମ ରାଜ୍ୟପାଳ କେ. ବିରା ରାଘବ ରାଓ ସୂଚନା ଦେଇଛନ୍ତି ।

ତେବେ ଚିହ୍ନଟ ହୋଇଥିବା ଦୁଇ କୋରୋନା ଆକ୍ରାନ୍ତଙ୍କୁ ନିକଟସ୍ଥ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବାକି 15 ଜଣଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.