ETV Bharat / bharat

କୋରାେନା ଭୟ; ମୋହାଲି ବିମାନବନ୍ଦରରେ 1804 ଯାତ୍ରୀଙ୍କ ସ୍କ୍ରିନ ଟେଷ୍ଟ

author img

By

Published : Feb 1, 2020, 2:39 PM IST

କୋରାେନା ଭାଇରସ ପାଇଁ 1 ହଜାର 804 ବିମାନ ଯାତ୍ରୀଙ୍କ ସ୍କ୍ରିନ ଟେଷ୍ଟ ଅମ୍ରିତସର ମୋହାଲି ବିମାନବନ୍ଦରରେ କରାଯାଇଛି। ଚୀନରୁ ଆସିଥିବା 33 ଯାତ୍ରୀଙ୍କ ରକ୍ତ ନମୁନା ପରୀକ୍ଷଣ କରାଯାଇ 14 ଜଣଙ୍କୁ ଅବଜର୍ଭେସନରେ ରଖାଯାଇଛି। ଅଧିକ ଖବର ପଢନ୍ତୁ...

coronavirus screened
କୋରାେନା ଭାଇରସ ଭୟ, ମୋହାଲୀ ବିମାନବନ୍ଦରରେ 1,804 ଯାତ୍ରୀଙ୍କ ସ୍କ୍ରିନ ଟେଷ୍ଟ

ଚଣ୍ଡୀଗଡ: ମାଡି ଚାଲିଛି କରୋନା ଭାଇରସ ଆତଙ୍କ। ଏବେ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣରେ ଚୀନରେ 260 ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ପରେ ଗୋଟିଏ ସ୍ଥାନରେ ଏହି ଭୂତାଣୁ ନିଜର କାୟା ବିସ୍ତାର କରିଚାଲିଛି।ଏନେଇ ଶନିବାର ଚଣ୍ଡୀଗଡରେ 1804 ବିମାନ ଯାତ୍ରୀଙ୍କ ସ୍କ୍ରିନ ଟେଷ୍ଟ ଅମ୍ରିତସର ମୋହାଲି ବିମାନବନ୍ଦର ଓ ପଞ୍ଜାବର ଡେରା ବାବା ନାନକଙ୍କ ଚେକ୍ ପୋଷ୍ଟରେ କରାଯାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବଲବୀର ସିଂ ସିଦ୍ଧୁ କହିଛନ୍ତି।

କୋରାେନା ଭାଇରସ ଭୟ, ମୋହାଲୀ ବିମାନବନ୍ଦରରେ 1,804 ଯାତ୍ରୀଙ୍କ ସ୍କ୍ରିନ ଟେଷ୍ଟ
coronavirus screened

ତାଙ୍କ କହିବା ଅନୁସାରେ, ସ୍କ୍ରିନିଂ ହୋଇଥିବା ସମସ୍ତ ବିମାନ ଯାତ୍ରାଙ୍କ ପାଖରେ କୋରୋନା ଭୂତାଣୁ ଦେଖିବାକୁ ମିଳିନାହିଁ। ଏପରିକି ଜାନୁୟାରୀ 15 ପରେ ଯେଉଁ ଯାତ୍ରୀ ଚୀନରୁ ଆସି ପଞ୍ଜାବରେ ପହଞ୍ଚିଛନ୍ତି ସେମାନଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବ ବୋଲି ଭାରତ ସରକାର ଶୁକ୍ରାବର ଗାଇଡଲାଇନ ଜାରି କରିଛନ୍ତି। ସେଥିମଧ୍ୟରୁ 23 ରକ୍ତ ନମୁନା ସଂଗ୍ରହ କରାଯାଇ ପୁନେରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିରେ ପରୀକ୍ଷା କରାଯିବ।

ଚୀନରୁ ଆସିଥିବା 33 ଯାତ୍ରୀଙ୍କ ରକ୍ତ ନମୁନା ପରୀକ୍ଷଣରୁ 2 ଜଣ ରକ୍ତ ନମୁନାରେ ଭାଇରସ ନେଗେଟିଭ ଥିବାବେଳେ 14 ଜଣଙ୍କୁ ଅବଜରଭେଜସନରେ ରଖାଯାଇଛି।

ଇନପୁଟ ଆଇଏନଏସ

Intro:Body:

1,804 passengers screened for coronavirus in Punjab

Chandigarh, Feb 1 (IANS) A total of 1,804 passengers have been screened for novel coronavirus at Amritsar and Mohali airports as well as border check posts of Atari and Dera Baba Nanak in Punjab, Health and Family Welfare Minister Balbir Singh Sidhu said.

He said no symptomatic or suspected case of coronavirus has been reported out of these passengers.

Sidhu said the government of India on Friday issued the guidelines that all passengers coming from China after January 15 will be screened and tested.

He said all the passengers coming from China to Punjab after January 15 are being contacted and samples are being taken. Twenty-three samples will be sent for testing at the National Institute of Virology in Pune.

He said 33 passengers with travel history to China had reported in the state, out of which two samples of suspected patients have been tested negative and eight passengers have completed 14 days observation period and the remaining 23 passengers are under regular observation of the Department of Health.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.