ETV Bharat / bharat

କୋରୋନା ସୁସ୍ଥ ହାର 71.61% କୁ ବୃଦ୍ଧି, ଦିନକରେ ସର୍ବାଧିକ ୫୭,୩୮୧ ସୁସ୍ଥ - କୋରୋନା ସୁସ୍ଥ ହାର 71.61% କୁ ବୃଦ୍ଧି

ଦେଶରେ ଗତ 24 ଘଣ୍ଟା ମଧ୍ୟରେ ୫୭,୩୮୧ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ପୁନରୁଦ୍ଧାର ପଞ୍ଜିକୃତ ହୋଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରୁ 18 ଲକ୍ଷ 8 ହଜାର 936 ଲୋକ ସୁସ୍ଥ ହୋଇଥିବା ବେଳେ ସୁସ୍ଥ ହାର 71.61% କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

କୋରୋନା ସୁସ୍ଥ ହାର 71.61% କୁ ବୃଦ୍ଧି, ଦିନକରେ ସର୍ବାଧିକ ୫୭,୩୮୧ ସୁସ୍ଥ

author img

By

Published : Aug 16, 2020, 10:15 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତ ହାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟେକ ଦିନ କୋରୋନାରୁ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ନିୟମିତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ ୫୭,୩୮୧ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ପୁନରୁଦ୍ଧାର ପଞ୍ଜିକୃତ ହୋଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରୁ 18 ଲକ୍ଷ 8 ହଜାର 936 ଲୋକ ସୁସ୍ଥ ହୋଇଥିବା ବେଳେ ସୁସ୍ଥ ହାର 71.61% କୁ ବୃଦ୍ଧି ପାଇଛି ।

୩୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ହାର ଶତକଡା ୫୦ରୁ ଅଧିକ ରହିଛି । ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ସଂଖ୍ୟା ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି । କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କୋଭିଡ ପରିଚାଳନାଗତ ସମନ୍ଵୟ ଯୋଗୁଁ ଏହି ସବୁଦିନିଆ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି । ଏହି ଘଟଣାରେ ମୃତ୍ୟୁହାର ସ୍ଥିର ରହି ଏହା 1.94 ପ୍ରତିଶତରେ ପହଞ୍ଚିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.