ETV Bharat / bharat

ମୋଦିଙ୍କ ଜନ୍ମଦିନରେ ପାଳନ ହେବ ‘ଜାତୀୟ ବେକାରୀ ଦିବସ’, ଟ୍ବିଟରରେ କରୁଛି ଟ୍ରେଣ୍ଡ - ଟ୍ବିଟର ଟ୍ରେଣ୍ଡ

ଟ୍ବିଟରରେ ଟ୍ରେଣ୍ଡ କରୁଛି ‘ଜାତୀୟ ବେକାରୀ ଦିବସ’ । ସେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅର୍ଥାତ ସେପ୍ଟେମ୍ବର 17ରେ ଏହି ଦିବସକୁ ପାଳନ କରିବା ପାଇଁ ହେଉଛି ଘନ ଘନ ଟ୍ବିଟ ।

ମୋଦିଙ୍କ ଜନ୍ମଦିନରେ ପାଳନ ହେବ‘ଜାତୀୟ ବେକାରୀ ଦିବସ’, ଟ୍ବିଟରରେ କରୁଛି ଟ୍ରେଣ୍ଡ

author img

By

Published : Sep 11, 2020, 12:43 PM IST

ନୂଆଦିଲ୍ଲୀ:ଟ୍ବିଟରରେ ଟ୍ରେଣ୍ଡ କରୁଛି ‘ଜାତୀୟ ବେକାରୀ ଦିବସ’ । ସେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅର୍ଥାତ ସେପ୍ଟେମ୍ବର 17ରେ ଏହି ଦିବସକୁ ପାଳନ କରିବା ପାଇଁ ହେଉଛି ଘନଘନ ଟ୍ବିଟ ।

ଦେଶରେ 150 ମିଲିୟନ ଲୋକ ବେକାରୀ ରହିଥିବା ବେଳେ ସରକାର ମୁକେଶ ଅମ୍ବାନୀଙ୍କୁ ଧନୀ କରିବାରେ ଲାଗିଛନ୍ତି । ଏ ନେଇ ଟ୍ବିଟ କରି କଂଗ୍ରେସ ନେତା ଶ୍ରୀବାସ୍ତବ ଟ୍ବିଟ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ମୋଦିଙ୍କ ଜନ୍ମଦିନରେ ପାଳନ ହେବ ଜାତୀୟ ବେକାରୀ ଦିବସ

ଦେଶରେ ବେକାରୀ ହାର ବଢିବାକୁ ଲାଗିଥିଲା ବେଳେ କୋରୋନା ସଙ୍କଟ ଏହାକୁ ଦ୍ବିଗୁଣା କରିଛି । ଏଭଳି ପରିସ୍ଥିତିରେ ନିଯୁକ୍ତିର ସମ୍ଭାବନା ହ୍ରାସ ହେଉଛି । ଏ ନେଇ ସମାଲୋଚନା କରି ବିରୋଧୀଙ୍କ ସମତେ ବହୁ ୟୁଜର୍ସ ଏନେଇ ନିଜ ଟ୍ବିଟରରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।

ଟ୍ବିଟରରେ କରୁଛି ଟ୍ରେଣ୍ଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.