ETV Bharat / bharat

ଆଜି ସ୍ବଦେଶ ଫେରୁଛନ୍ତି ପାକିସ୍ତାନୀ, ଭାରତ ସରକାରଙ୍କୁ ଜଣାଇଲେ ଧନ୍ୟବାଦ

ଅଟ୍ଟାରୀ ୱାଘା ସୀମା ଦେଇ ନିଜ ଦେଶକୁ ଫେରିବେ 179 ଜଣ ପାକିସ୍ତାନ ନାଗରିକ । କୋରୋନା ମହାମାରୀ ପାଇଁ ଲକଡାଉନ ଲାଗୁ ହେବା କାରଣରୁ ଏମାନେ ନିଜ ଦେଶ ପାକିସ୍ତାନ ଫେରି ନପାରି ଭାରତରେ ଅଟକି ରହିଥିଲେ । ଅଧିକ ପଢନ୍ତୁ...

author img

By

Published : May 27, 2020, 1:25 PM IST

ଓ୍ବାଘା-ଅଟାରୀ ସୀମା ଦେଇ ସ୍ବେଦେଶ ଫେରୁଛନ୍ତି  179 ପାକିସ୍ତାନୀ

ଚଣ୍ଡିଗଡ: ଦେଶବ୍ୟାପୀ ଲକଡାଉନ ଯୋଗୁଁ ଭାରତରେ ଫସିରହିଥିବା ପାକିସ୍ତାନର ନାଗରିକ ବୁଧବାର ସ୍ବଦେଶ ଫେରୁଛନ୍ତି । ଅଟ୍ଟାରୀ ୱାଘା ସୀମା ଦେଇ ନିଜ ଦେଶକୁ ଫେରିବେ 179 ଜଣ ପାକିସ୍ତାନ ନାଗରିକ । କୋରୋନା ମହାମାରୀ ପାଇଁ ଲକଡାଉନ ଲାଗୁ ହେବା କାରଣରୁ ଏମାନେ ନିଜ ଦେଶ ପାକିସ୍ତାନ ଫେରି ନପାରି ଭାରତରେ ଅଟକି ରହିଥିଲେ ।

ସ୍ବଦେଶ ଫେରୁଥିବା ପାକିସ୍ତାନ ନାଗରିକମାନେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲକଡାଉନ ପୂର୍ବରୁ ଏମାନେ ଭାରତକୁ ଆସିଥିଲେ । ପାକିସ୍ତାନ ନାଗରିକମାନେ 45 ଦିନିଆ ଭିସା ପାଇଥିବା ବେଳେ ଏହି ସମୟରେ କାରୋନା ଭାଇରସ ସଂକ୍ରମଣ କାରଣରୁ ଲକଡାଉନ ଲାଗୁ ହୋଇଯିବାରୁ ଭାରତରେ ଅଟକିଯାଇଥିଲେ | ତେବେ ଭାରତ ସରକାର ଗ୍ରହଣ କରିଥିବା ପ୍ରଶଂସନୀୟ ପଦକ୍ଷେପ ଯୋଗୁଁ ପାକିସ୍ତାନୀ ପରିବାର ନିଜ ଖୁସି ଜାହିର କରିବା ସହ କୃତଜ୍ଞତା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.