ETV Bharat / bharat

ଲମ୍ବୋଦରଙ୍କୁ 151 କେଜିର ମୋଦକ - ଦଗଡୁଶେଠ୍‌

ପୁଣେର ଦଗଡୁଶେଠ୍‌ ପୂଜା ମଣ୍ଡପରେ ଗଜାନନଙ୍କୁ ଲାଗି ହୋଇଛି 151 କେଜିର ମୋଦକ । ଜଣେ ଶ୍ରଦ୍ଧାଳୁ ଗଣପତିଙ୍କୁ ଏହି ମୋଦକ ଅର୍ପଣ କରିଛନ୍ତି । ଏହାକୁ ଦେଖିବା ପାଇଁ ଲୋକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା ।

ଡିଜାଇନ ଫଟୋ
author img

By

Published : Sep 3, 2019, 1:17 PM IST

ମୁମ୍ବାଇ: ମୋଦକ ପ୍ରିୟ ଗଣେଶ । ମୋଦକ ଦେଇ ପୂଜା କଲେ ପ୍ରସନ୍ନ ହୋଇଯାଆନ୍ତି ଗଣପତି । ସେଥିପାଇଁ ତ ବିଦ୍ୟାଦାତାଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ଗଜାନନଙ୍କୁ ଆଦର ବଢାଇ ଦିଅନ୍ତି ମୋଦକ । ଗଣେଶ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ପୁଣେର ଦଗଡୁଶେଠ୍‌ରେ ଚଳିତ ଥର ମୁଖ୍ୟ ଆକର୍ଷଣ ପାଲିଟିଛି 151କେଜିର ମୋଦକ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏଠାରେ ଜଣେ ଶ୍ରଦ୍ଧାଳୁ ଗଣପତିଙ୍କୁ 151 କେଜିର ମୋଦକ ପ୍ରସାଦ ରୂପେ ଅର୍ପଣ କରିଛନ୍ତି । ଯାହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲିକ୍ଷିତ ହୋଇଥିଲା । ତେବେ ପୁଣେର ଦଗଡୁଶେଠ୍‌ରେ ପୂଜା ମଣ୍ଡପକୁ ଏଥର ବେଶ୍ ଆକର୍ଷଣୀୟ ଢଙ୍ଗରେ ସଜ୍ଜିତ କରାଯାଇଛି । ଏଥର ଓଡିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିର ଆକୃତିର ମଣ୍ଡପ ସଜ୍ଜା ଯାଇଛି । ଯାହାକୁ ଦେଖିବା ପାଇଁ ମଣ୍ଡପରେ ଲାଗୁଛି ନାହିଁ ନଥିବା ଭିଡ ।

Intro:पुण्यातील मानाच्या पाच गणपतीप्रमाणेच श्रीमंत दगडूशेठ गणपतीला भक्तांची गर्दी असते..दगडूशेठ गणपतीचे यंदाचे हे 127 वे वर्ष आहे..या गणपतीची आकर्षक सजावट आणि सुंदर मूर्ती पाहण्यासाठी नागरिक मोठ्या संख्येने गर्दी करतात..गणपतीच्या आवडीचा प्रसाद म्हणजे मोदक, ​श्रीमंत दगडूशेठ हलवाई गणपतीच्या चरणी मावळ भागातील एका गणेश भक्ताने 151 किलो माव्याचा मोदक अर्पण केला..
Body:यंदाची दगडूूूशेठ गणपती मंंडीराची सजावट असलेले श्री गणेश सूर्यमंदिर ओडिशा राज्यातील विश्वप्रसिद्ध प्राचीन आश्चर्य ठरलेल्या कोणार्कच्या सूर्यमंदिरावर आधारित आहे. लाखो मोतिया रंगाच्या दिव्यांनी हे मंदिर उजळून निघाले असून अत्याधुनिक लाईटने विद्युतरोषणाई करण्यात आली आहे. मंदिरामध्ये तसेच रस्त्याच्या दुतर्फा २२५ झुंबर लावण्यात आले आहेत.
Conclusion:..
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.