ETV Bharat / bharat

କେରଳରେ ପ୍ରବଳ ବର୍ଷା: ଭୁଶୁଡିଲା 151 ବର୍ଷ ପୁରୁଣା ଚର୍ଚ୍ଚ

author img

By

Published : Aug 11, 2020, 3:56 PM IST

କେରଳରେ ଜାରି ରହିଛି ଲଗାଣ ବର୍ଷା । ଏହା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ବର୍ଷା କାରଣରୁ ମଙ୍ଗଳବାର ସକାଳେ ଚୁଙ୍ଗମ କୁରୁଭେଲି ପାଦସେଖରମରେ ଥିବା 151 ବର୍ଷ ପୁରୁଣା ଚର୍ଚ୍ଚ ଭୁଶୁଡି ପଡିଛି। ଅଧିକ ପଢନ୍ତୁ...

କେରଳରେ ପ୍ରବଳ ବର୍ଷା: ଭୁଶୁଡିଲା 151 ବର୍ଷ ପୁରୁଣା ଚର୍ଚ୍ଚ
କେରଳରେ ପ୍ରବଳ ବର୍ଷା: ଭୁଶୁଡିଲା 151 ବର୍ଷ ପୁରୁଣା ଚର୍ଚ୍ଚ

ଥିରୁଅନନ୍ତପୁରମ: କେରଳରେ ଜାରି ରହିଛି ଲଗାଣ ବର୍ଷା । ଏହା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ଜନ ଜୀବନ ସମୂର୍ଣ୍ଣ ରୂପେ ଠପ୍‌ ହୋଇଯାଇଛି । ତେବେ ଏହି ବର୍ଷା କାରଣରୁ ମଙ୍ଗଳବାର ସକାଳେ ଚୁଙ୍ଗମ କୁରୁଭେଲି ପାଦସେଖରମରେ ଥିବା 151 ବର୍ଷ ପୁରୁଣା ଚର୍ଚ୍ଚ ଭୁଶୁଡି ପଡିଛି। ପ୍ରବଳ ବର୍ଷା କାରଣରୁ ଆଲପୁଜାରେ ଏକ ବନ୍ଧ ଭାଙ୍ଗି ଯିବାରୁ ବର୍ଷ ବର୍ଷ ପୁରୁଣା ଏହି ଚର୍ଚ୍ଚଟି ଭୁଶୁଡି ପଡିଥିଲା ।

ଏହି ଚର୍ଚ୍ଚଟି ଦୁଇ ଧାନ କ୍ଷେତ ମଝିରେ ଥିଲା । ଏହାପୂର୍ବରୁ କର୍ତ୍ତୃପକ୍ଷ ବନ୍ଧ ଭାଙ୍ଗିବା ବିଷୟରେ ଚେତାବନୀ ଦେଇଥିଲେ ଏବଂ ଲୋକଙ୍କୁ ଏହି ଅଞ୍ଚଳରୁ ସ୍ଥାନାନ୍ତର କରି ଦିଆଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.