ETV Bharat / bharat

କ୍ବାରେଣ୍ଟାଇନକୁ ଗଲେ 150 ସ୍ବାସ୍ଥ୍ୟକର୍ମୀ

ଦିଲ୍ଲୀର ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲର 150 ସ୍ବାସ୍ଥ୍ୟକର୍ମୀଙ୍କୁ କ୍ବାରେଣ୍ଟାଇନକୁ ପଠାଯାଇଛି ।

author img

By

Published : Apr 13, 2020, 4:02 PM IST

qurentine
କ୍ବାରେଣ୍ଟିନକୁ ଗଲେ 150 ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: କ୍ବାରେଣ୍ଟାଇନକୁ ଗଲେ 150 ସ୍ବାସ୍ଥ୍ୟକର୍ମୀ । ଦିଲ୍ଲୀର ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲର 150 ସ୍ବାସ୍ଥ୍ୟକର୍ମୀଙ୍କୁ କ୍ବାରେଣ୍ଟାଇନକୁ ପଠାଯାଇଛି ।

ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ ଦୁଇ ଜଣ ରୋଗୀ ହାର୍ଟ ସମସ୍ୟା ନେଇ ମ୍ୟାକ୍ସ ହସ୍ପିଟାଲେ ଭର୍ତ୍ତି ହୋଇଥିଲେ । ପରେ ସେମାନଙ୍କ କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ଏହି ରୋଗୀଙ୍କ ସମ୍ପର୍କରେ ଆସିଥିବା ସମସ୍ତ 150 ସ୍ବାସ୍ଥ୍ୟକର୍ମୀଙ୍କ ରକ୍ତ ନମୂନା ପରୀକ୍ଷା କରାଯିବ ବୋଲି ଜଣାପଡିଛି । କ୍ବାରେଣ୍ଟିନକୁ ପଠାଯାଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଡାକ୍ତର, ନର୍ସ ଏବଂ ମେଡିକାଲର ଅନ୍ୟ କର୍ମଚାରୀ ରହିଛନ୍ତି ।

ତେବେ ମ୍ୟାକ୍ସ ମେଡିକାଲ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, 39 ଜଣଙ୍କୁ ହସ୍ପିଟାଲର କ୍ବାରେଣ୍ଟାଇନ ସେଣ୍ଟରରେ ହିଁ ରଖାଯିବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.