ETV Bharat / bharat

ଦୀପ ନଜାଳି ଫୁଟାଉଥିଲେ ବାଣ: 150ଙ୍କୁ ଗିରଫ କଲା ପୋଲିସ - କୋଲକାତା

ରବିବାର ରାତିରେ ବାଣ ଫୁଟାଇବା ନେଇ କୋଲକାତା ପୋଲିସ 150 ଜଣଙ୍କୁ ଗିରଫ କରିଛି ବୋଲି ସୋମବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗିରଫ ସଂଖ୍ୟା 150 ବୋଲି ସିଟି ପୋଲିସର ଯୁଗ୍ମ କମିଶନର (କ୍ରାଇମ) ମୁରଲିଧର ଶର୍ମା କହିଛନ୍ତି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 6, 2020, 9:50 PM IST

କୋଲକାତା: ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ଲାଇଟ୍ ବନ୍ଦ କରି ଦୀପ, ମହମବତୀ, ଟର୍ଚ୍ଚ କିମ୍ବା ମୋବାଇଲ୍ ଫ୍ଲାସ ଲାଇଟ୍ ଅନ କରିବାକୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀ ଏହାକୁ ପାଳନ କରିଥିଲେ । ମାତ୍ର କେତେକ ଆମନିଆ ଏହି ସମୟରେ ବାଣ ଫୁଟାଇଥିଲେ । ଏବେ ଏହାକୁ ନେଇ କୋଲକାତା ପୋଲିସ 150ଜଣଙ୍କୁ ଗିରଫ କରିଛି ।

ରବିବାର ରାତିରେ ବାଣ ଫୁଟାଇବା ନେଇ କୋଲକାତା ପୋଲିସ 150 ଜଣଙ୍କୁ ଗିରଫ କରିଛି ବୋଲି ସୋମବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗିରଫ ସଂଖ୍ୟା 150 ବୋଲି ସିଟି ପୋଲିସର ଯୁଗ୍ମ କମିଶନର (କ୍ରାଇମ) ମୁରଲିଧର ଶର୍ମା କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରାକୁ ଦୃଷ୍ଟିରେ ରଖି ଲକ୍ଷ ଲକ୍ଷ କୋଲକାତାର ଲୋକେ ଲାଇଟ୍ ବନ୍ଦ କରି ଦୀପ ଜାଳିଥିଲେ । ଅନେକ ଲୋକ ମଧ୍ୟ ଲକଡାଉନ ଉଲ୍ଲଂଘନ କରି ରାସ୍ତାରେ ଯାଇ କ୍ୟାଣ୍ଡେଲ ଓ ମଶାଲ ନେଇ ଯାତ୍ରା କରୁଥିଲେ ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.