ETV Bharat / bharat

କେରଳ ମୁଖ୍ୟମନ୍ତ୍ରୀଙ୍କୁ ଅନଲାଇନରେ ହଇରାଣ କରି ଧରାହେଲେଣି 119 ଜଣ - pinarayai vijayan

କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କୁ ସାମାଜିକ ଗଣମାଧ୍ୟମରେ ଲୋକେ ହଇରାଣ କରୁଥିବା କଥା ନିଜେ ସେ କେରଳ ବିଧାନସଭାରେ ପ୍ରକାଶ କରିଛନ୍ତି।

ଫଟୋ ସୌଜନ୍ୟ: ଏଏନ୍‌ଆଇ
author img

By

Published : Jun 21, 2019, 3:05 PM IST

ଥିରୁଅନନ୍ତପୁରମ୍‌: କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କୁ ସାମାଜିକ ଗଣମାଧ୍ୟମରେ ଲୋକେ ହଇରାଣ କରୁଥିବା କଥା ନିଜେ ସେ କେରଳ ବିଧାନସଭାରେ ପ୍ରକାଶ କରିଛନ୍ତି । ସେ ଦାୟିତ୍ବ ଗ୍ରହଣ କରିବାଠାରୁ ଆଜି ପର୍ଯ୍ୟନ୍ତ 119 ଜଣ ଏହି ମାମଲାରେ ଧରାପଡିଥିବା ସେ କହିଛନ୍ତି ।

ଏହି ହଇରାଣ କରିବାରେ ଜଣେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟକରୁଥିବା କର୍ମଚାରୀ ରହିଥିବା ବେଳେ 12ଜଣ ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀ ରହିଛନ୍ତି । 119 ଜଣଙ୍କ ମଧ୍ୟରୁ 41ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ 29 ଜଣଙ୍କ ବିରୋଧରେ ବିଭାଗସ୍ତରୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ ସୂଚନା ଦେଇଛନ୍ତି। ସେହିପରି ବିରୋଧୀଦଳ ନେତା ରମେଶ ଚେନ୍ନିଥାଲାଙ୍କୁ 3 ଜଣ ସାମାଜିକ ଗଣମାଧ୍ୟମରେ ହଇରାଣ କରିଥିବା କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.