ETV Bharat / bharat

ପଞ୍ଜାବରେ 11 ନୂଆ କେସ, 197 ମୋଟ ଆକ୍ରାନ୍ତ - କୋରୋନା ଅପଡେଟ

ପଞ୍ଜାବରେ ଏବେ ସୁଦ୍ଧା 197 ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଚିକିତ୍ସା ପରେ 29 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଅଧିକ ପଢନ୍ତୁ...

ପଞ୍ଜାବରେ 11 ନୂଆ କେସ, 197 ମୋଟ ଆକ୍ରାନ୍ତ
ପଞ୍ଜାବରେ 11 ନୂଆ କେସ, 197 ମୋଟ ଆକ୍ରାନ୍ତ
author img

By

Published : Apr 16, 2020, 7:29 PM IST

ଅମ୍ରିତସର: ପଞ୍ଜାବରେ ଗୁରୁବାର ନୂଆ 11ଟି କୋରୋନା ପଜିଟିଭ ମାମଲା ସାମନାକୁ ଆସିଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 197 ପହଞ୍ଚିଛି । ଏହାସହ 14 ଜଣଙ୍କର ମୃତ୍ୟୁ ହୋଇଛି ।

ଗୁରୁବାର ଆସିଥିବା ପଜିଟିଭ ମଧ୍ୟରୁ 9 ଜଣ ପୁରୁଣା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଦିଲ୍ଲୀ ତବଲିଘି ଫେରନ୍ତାଙ୍କ ସହ ଏମାନେ ମିଶିଥିବା ନେଇ ସୂଚନା ରହିଛି । ସେହିପରି ବାକି 2 ଜଣଙ୍କର ପୂର୍ବରୁ ସାଙ୍ଘାତିକ ସଂକ୍ରମଣ ରୋଗ ଥିଲା ବୋଲି ଜଣାପଡିଛି ।

ପଞ୍ଜାବରେ ଏବେ ସୁଦ୍ଧା 197 ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଚିକିତ୍ସା ପରେ 29 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ପୂର୍ବରୁ ନିଜାମୁଦ୍ଦିନ ମର୍କାଜ ସମାବେଶରୁ ଫେରିଥିବା ଲୋକଙ୍କ ଯୋଗୁଁ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିପୁଳ ମାତ୍ରାରେ ବୃଦ୍ଧି ପାଇଥିଲା ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.