ETV Bharat / bharat

ଆତ୍ମନିର୍ଭର ଭାରତ ଅଭିଯାନ: ସରଳୀକୃତ ଋଣ ପାଇଁ 10 ହଜାର 3ଶହ 39 କୋଟି ମଞ୍ଜୁର - ସରଳୀକୃତ ଦେୟ

ଆତ୍ମନିର୍ଭର ଭାରତ ଅଭିଯାନରେ ସରଳୀକୃତ ଋଣ ପ୍ରକ୍ରିୟାରେ 10 ହଜାର 3ଶହ 39 କୋଟି ଟଙ୍କା ପ୍ରଦାନ କରାଯାଇଛି । କୋରୋନା ମହାମାରୀ ଅବଧି ମଧ୍ୟରେ ଏହି ଟଙ୍କା ମଞ୍ଜୁର କରାଯାଇଛି । ଏନେଇ କେନ୍ଦ୍ର ସଡକ, ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଅନ୍ୟ ଏକ ପ୍ରକ୍ରିୟାରେ 2475 କୋଟି ଟଙ୍କା ମଞ୍ଜୁର କରାଯିବ ବୋଲି ମନ୍ତ୍ରଣାଳୟ ପ୍ରକାଶ କରିଛି । ଅଧିକ ପଢନ୍ତୁ...

ଆତ୍ମନିର୍ଭର ଭାରତ ଅଭିଯାନ: ସରଳୀକୃତ ଦେୟ ପାଇଁ 10 ହଜାର 3ଶହ 39 କୋଟି ମଞ୍ଜୁର

author img

By

Published : Sep 9, 2020, 4:22 PM IST

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଅଭିଯାନରେ ସରଳୀକୃତ ଋଣ ପ୍ରକ୍ରିୟାରେ 10 ହଜାର 3ଶହ 39 କୋଟି ଟଙ୍କା ପ୍ରଦାନ କରାଯାଇଛି । କୋରୋନା ମହାମାରୀ ଅବଧି ମଧ୍ୟରେ ଏହି ଟଙ୍କା ମଞ୍ଜୁର କରାଯାଇଛି । ଏନେଇ କେନ୍ଦ୍ର ସଡକ, ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଅନ୍ୟ ଏକ ପ୍ରକ୍ରିୟାରେ 2475 କୋଟି ଟଙ୍କା ମଞ୍ଜୁର କରାଯିବ ବୋଲି ମନ୍ତ୍ରଣାଳୟ ପ୍ରକାଶ କରିଛି ।

ସୂଚନାଯୋଗ୍ୟ, କୋରୋନା ମହାମାରୀର ପ୍ରଭାବ ତଥା ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଅଭିଯାନର ଶୁଭାରମ୍ଭ କରିଥିଲେ । ଏଥିରେ ଘରୋଇ ଉଦ୍ୟୋଗକୁ ତଥା କ୍ଷୁଦ୍ର ଉଦ୍ୟୋଗକୁ ସମୃଦ୍ଧ କରିବାକୁ ବିଭିନ୍ନ ଯୋଜନାମାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.