ETV Bharat / bharat

ମିଜୋରାମରୁ 35 ଲକ୍ଷ ଟଙ୍କାର ମିଥାମଫେଟାମାଇନ୍ ଟାବଲେଟ୍ ଜବତ

author img

By

Published : Aug 28, 2020, 11:31 AM IST

ଆସାମ ରାଇଫଲ୍ସକୁ ବଡ ସଫଳତା । ସର୍ଚ୍ଚ ଅପରେସନ ବେଳେ ମିଜୋରାମ ଚମ୍ପାଇ ଜିଲ୍ଲାର ମେଲବୁକର ଅଞ୍ଚଳରୁ 35 ଲକ୍ଷ ଟଙ୍କାର 10,000 ମିଥାମଫେଟାମାଇନ୍ ଟାବଲେଟ୍ ଜବତ କରାଯାଇଛି।

ମିଜୋରାମରୁ 35 ଲକ୍ଷ ଟଙ୍କାର ମିଥାମଫେଟାମାଇନ୍ ଟାବଲେଟ୍ ଜବତ
ମିଜୋରାମରୁ 35 ଲକ୍ଷ ଟଙ୍କାର ମିଥାମଫେଟାମାଇନ୍ ଟାବଲେଟ୍ ଜବତ

ଚମ୍ପାଇ: ଆସାମ ରାଇଫଲ୍ସକୁ ବଡ ସଫଳତା। ସର୍ଚ୍ଚ ଅପରେସନ ବେଳେ ଚମ୍ପାଇ ଜିଲ୍ଲାର ମେଲବୁକର ଅଞ୍ଚଳରୁ 10,000 ମିଥାମଫେଟାମାଇନ୍ ଟାବଲେଟ୍ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ 35 ଲକ୍ଷ ହେବ ବୋଲି ସୂଚନା ମିଳିଛି। ଆସାମ ରାଇଫଲ୍ସ କହିଛି ଯେ, ଗୁରୁବାର ଚମ୍ପାଇରୁ ଏହିସବୁ ସାମଗ୍ରୀକୁ ଉଦ୍ଧାର କରାଯାଇଛି।

ଆସାମ ରାଇଫଲ୍ସର ସର୍ଚିପ୍ ବାଟାଲିଅନ୍ ଦ୍ୱାରା ଏହାକୁ ପୁନଃରୁଦ୍ଧାର କରାଯାଇଥିଲା। ମିଥାମଫେଟାମାଇନ୍ ଏକ ଶକ୍ତିଶାଳୀ ଏବଂ ଅତ୍ୟଧିକ ନିଶାକାରୀ ଟାବଲେଟ୍। ଯାହା କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ପ୍ରଭାବିତ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.