ETV Bharat / bharat

ୟେମେନରେ ଏୟାର ଷ୍ଟ୍ରାଇକ: 100 ମୃତ, ଉଦ୍ଧାର କାର୍ଯ୍ୟ ଜାରି - 100 କଏଦୀଙ୍କ ମୃତ୍ୟୁ

ୟେମେନ ଏୟାର ଷ୍ଟ୍ରାଇକରେ 100 ମୃତ। ସାଉଦି ଆରବ ଧମାର ଜେଲରେ ଏହି ଏୟାର ଷ୍ଟ୍ରାଇକ ହୋଇଛି । ଏୟାର ଷ୍ଟ୍ରାଇକଟି ଏକ ବିଶ୍ବବିଦ୍ୟାଳୟକୁ ଟାର୍ଗେଟ କରି କରାଯାଇଛି ।

ଫଟୋ ସୌଜନ୍ୟ: ANI
author img

By

Published : Sep 2, 2019, 1:12 PM IST

ୟେମେନ: ସାଉଦି ଆରବ ଧମାର ପ୍ରାନ୍ତର ଏକ ଜେଲରେ ୟେମେନ ବିଦ୍ରୋହୀଙ୍କ ଏୟାର ଷ୍ଟ୍ରାଇକ୍। ଏଥିରେ 100ରୁ ଉଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏୟାର ଷ୍ଟ୍ରାଇକଟି ମୁଖ୍ୟତଃ ୟେମେନର ଏକ ବିଶ୍ବବିଦ୍ୟାଳୟକୁ ଲକ୍ଷ୍ୟ କରି କରାଯାଇଥିବା ଆଇସିଆରସି ପକ୍ଷରୁ କୁହାଯାଇଛି।

ଖବର ଅନୁଯାୟୀ, ଧମାର ସ୍ଥିତ ଏକ ବିଶ୍ବ ବିଦ୍ୟାଳୟକୁ ବିଦ୍ରୋହୀମାନେ ଜେଲ ଭାବେ ବ୍ୟବହାର କରନ୍ତି। ଆକ୍ରମଣରେ 100 କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଧମାର ରାଜଧାନୀ ସାଉଥ ସନାର 100 କିଲୋମଟିର ଦୂରରେ ଅବସ୍ଥିତ। ଏହି ପ୍ରାନ୍ତ 2014 ମସିହାରୁ ହାଉଥିଙ୍କ ଅଧୀନରେ ଥିଲା। ଏହାପରେ ୟେନିନର ରାଷ୍ଟ୍ରପତି ଆବୁରାହୁ ମନସୋର ହାଦି ଶାସନକୁ ଆସିଥିଲେ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.