ETV Bharat / bharat

ଦିଲ୍ଲୀ ରେଲଓ୍ବେ ଷ୍ଟେସନରେ 10 ଆଇସୋଲେସନ ଓ୍ବାର୍ଡ

author img

By

Published : Jun 5, 2020, 7:45 AM IST

ନୂଆଦିଲ୍ଲୀର ସୁକର ବସ୍ତିରେ ଥିବା ରେଲଓ୍ବେ ଷ୍ଟେସନର 10ଟି ବଗିକୁ କରାଗଲା ଆଇସୋଲେସନ ଓ୍ବାର୍ଡ । ରହିଛି 160ଟି ଶଯ୍ୟା । ପ୍ରତ୍ୟେକ କୋଚରେ ରହିବେ ଡାକ୍ତର , ନର୍ସ, ଆଟେନାଣ୍ଡ ଓ ସଫେଇ କର୍ମଚାରୀ । ଅଧିକ ପଢନ୍ତୁ...

10 railway coaches converted into isolation ward for #COVID19 patients, at Shakur Basti railway station.
ରେଲଓ୍ବେ ଷ୍ଟେସନର 10ଟି ବଗିକୁ କରାଗଲା ଆଇସୋଲେସନ ଓ୍ବାର୍ଡ

ନୂଆଦିଲ୍ଲୀ: ଦେଶରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେଥିପାଇଁ ସଂକ୍ରମଣକୁ ରୋକିବାକୁ ସରକାର ଗ୍ରହଣ କରୁଛନ୍ତି ବିଭିନ୍ନ ପଦକ୍ଷେପ । ବିଭିନ୍ନ ରାଜ୍ୟରେ ସ୍ବତନ୍ତ୍ର କୋଭିଡ19 ହସପିଟାଲ ଖୋଲାଯାଉଛି । ଏପରିକି, ରେଳ ବଗି ଗୁଡିକୁ ମଧ୍ୟ ଆସୋଲେସନ ଓ୍ବାର୍ଡରେ ପରିଣତ କରାଯାଉଛି ।

ନୂଆଦିଲ୍ଲୀର ସୁକର ବସ୍ତିରେ ଥିବା ରେଲଓ୍ବେ ଷ୍ଟେସନର 10ଟି ବଗିକୁ ଆଇସୋଲେସନ ଓ୍ବାର୍ଡରେ ପରିଣତ କରାଯାଇଛି । ଯେଇଁଥିରେ 160ଟି ଶର୍ଯ୍ୟା ରହିଛି । ଯେଉଁ ଯାତ୍ରୀଙ୍କ ଠାରେ କୋରୋନାର ସାମାନ୍ୟ ଦେଖାଯିବ ସେମାନଙ୍କୁ ଏଠାରେ ରଖାଯିବ । ପ୍ରତ୍ୟକ କୋଚରେ 16ଟି ଶର୍ଯ୍ୟା ଓ ଗୋଟିଏ ଅକ୍ସିଜେନ ସିଲିଣ୍ତର ରହିବ । ସେହିପରି ପ୍ରତ୍ୟକ କୋଚରେ ଜଣେ ଲଖାଏଁ ଡାକ୍ତର, ନର୍ସ, ଆଟେଣ୍ଡାଣ୍ଟ ଓ ସଫେଇ କର୍ମଚାରୀ ରହିବେ । ଆଇସୋଲେସନ ଓ୍ବାର୍ଡରେ ରହିବା ସମୟରେ ଯଦି ଜଣେ ଆକ୍ରାନ୍ତ ସୁସ୍ଥ ନ ହୁଅନ୍ତି, ତେବେ ତାଙ୍କୁ କୋଭିଡ 19 ହସପିଟାଲକୁ ପଠାଯିବା ବୋଲି କହିଛନ୍ତି ରେଲଓ୍ବେ ମେଡିକାଲ ଅଫିସର ଡାକ୍ତର ଜେ. ଭାଟିଆ । ତେବେ, ଦେଶରେ କୋରୋନା ପଜେଟିଭଙ୍କ ସଂଖ୍ୟା 216919 ରହିଥିବା ବେଳେ ,6075 ରହିଛି ମୃତ୍ୟୁ ସଂଖ୍ୟା ।

ସୌଜନ୍ୟ @ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.