ETV Bharat / bharat

ଗୁଣ୍ଟୁର ଜିଲ୍ଲାରେ ଆଉ 1 ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା 304କୁ ବୃଦ୍ଧି - ଆକ୍ରାନ୍ତଙ୍କ ସଂଖ୍ୟା 304କୁ ବୃଦ୍ଧି

ଆନ୍ଧ୍ରପ୍ରଦେଶ ସ୍ଥିତ ଗୁଣ୍ଟୁର ଜିଲ୍ଲାରେ ଆଉ ଏକ କୋରୋନା ପଜିଟିଭ ସଂଖ୍ୟା ସାମ୍ନାକୁ ଆସିଛି । ତେବେ ପୂର୍ବରୁ ଚିକିତ୍ସିତ ହେଉଥିବା 6 ଜଣଙ୍କୁ ଡିସଚାର୍ଜ କରାଯାଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

Corona virus
ଗୁଣ୍ଟୁର ଜିଲ୍ଲାରେ ଆଉ 1 ପଜିଟିଭ
author img

By

Published : Apr 7, 2020, 8:41 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଆଉ ଏକ ନୂଆ କୋରୋନା ଭାଇରସ ପଜିଟିଭ ମାମଲା ଦେଖିବାକୁ ମିଳିଛି । ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ, ପୂର୍ବରୁ ଚିକିତ୍ସିତ ହେଉଥିବା 6 ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଆନ୍ଧ୍ରପ୍ରଦେଶର ନୋଡାଲ ଅଧିକାରୀ ଅରୁଣା ଶ୍ରୀକାନ୍ତ ।

ତେବେ ରାଜ୍ୟରେ କୋରୋନା କାୟା ବିସ୍ତାର କରିଥିବାବେଳେ, ପ୍ରତ୍ୟେକ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାଦ୍ବାରା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମାମଲାରେ ବୃଦ୍ଧି ପାଇ 304ରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.