ETV Bharat / bharat

ଡିସେମ୍ବରରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ - ଭାରତୀୟ ରିଜର୍ଭ ବ୍ୟାଙ୍କ

ଚଳିତମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ( Reserve Bank of India) ତରଫରୁ ଏକ ବିଜ୍ଞପ୍ତି ଜାରି । ଅଧିକ ପଢନ୍ତୁ

ଚଳିତ ମାସ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ
ଚଳିତ ମାସ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ
author img

By

Published : Dec 2, 2021, 8:57 AM IST

ନୂଆଦିଲ୍ଲୀ: ଚଳିତମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ( Reserve Bank of India) ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ ଚଳିତ ମାସ ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡିକ ୧୨ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଏନେଇ ଆରବିଆଇ (RBI) ପକ୍ଷରୁ ଚଳିତ ବର୍ଷର ଛୁଟି ତାଲିକା ଜାରି କରାଯାଇଛି । ଚଳିତ ମାସର ଉତ୍ସବ ଏବଂ ଅନ୍ୟ କାମ ଯୋଗୁଁ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ । ତେବେ ଏଥିପରେ ସପ୍ତାହନ୍ତ ଛୁଟି ମଧ୍ୟ ସାମିଲ ରହିଛି । ଚଳିତ ମାସ, ୩, ୫, ୧୧, ୧୨, ୧୮ ,୧୯ ,୨୪, ୨୫, ୨୬, ୨୭, ୩୦ ଓ ୩୧ ତାରିଖରେ ବ୍ୟାଙ୍କ ବନ୍ଦ ରହିବ ।

ନଜର ପକାନ୍ତୁ କେଉଁ କାରଣ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ:

  • ଡିସେମ୍ବର ୩ରେ St.Francis Xavierକୁ ନେଇ ଗୋଆରେ ଛୁଟି ରହିବ । କିନ୍ତୁ ଦେଶର ଅନ୍ୟ ରାଜ୍ୟରେ ବ୍ୟାଙ୍କ ଖୋଲା ରହିବ ।
  • ଡିସେମ୍ବର୫ ତାରିଖରେ ରବିବାର ପଡୁଥିବାରୁ ବ୍ୟାଙ୍କ ଛୁଟି ରହିବ
  • ଡିସେମ୍ବର୧୧ ରେ ଦ୍ବିତୀୟ ଶନିବାର
  • ଡିସେମ୍ବର ୧୨ରେ ରବିବାର
  • ଡିସେମ୍ବର ୧୮ରେ ୟୁସୋସୋ ଥାମଙ୍କ ଜୟନ୍ତୀ ଥିବାରୁ ସିଲଂରେ ବ୍ୟାଙ୍କ ବନ୍ଦ
  • ଡିସେମ୍ବର ୧୯ରେ ରବିବାର
  • ଡିସେମ୍ବର ୨୪ରେ ଖ୍ରୀଷ୍ଟମାସ ଉତ୍ସବ ପାଇଁ ଆଇଜୋଲ ଏବଂ ସିଲଂରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ
  • ଡିସେମ୍ବର ୨୫ରେ ଖ୍ରୀଷ୍ଟମାସ
  • ଡିସେମ୍ବର ୨୬ରେ ରବିବାର
  • ଡିସେମ୍ବର ୨୭ରେ ଖ୍ରୀଷ୍ଟମାସ ଉତ୍ସବ ପାଇଁ ଆଇଜୋଲରେ ବ୍ୟାଙ୍କ ବନ୍ଦ
  • ଡିସେମ୍ବର ୩୦ରେ ୟୁ କିୟାଙ୍ଗ ନଙ୍ଗବାହକଙ୍କ ମୃତ୍ୟୁ ବାର୍ଷିକୀ ଅବସରେ ସିଲଂରେ ବନ୍ଦ ରହିବ ବ୍ୟାଙ୍କ
  • ଡିସେମ୍ବର ୩୧ରେ ନ୍ୟୁ ଇୟର ଇଭିନ୍ଂ ଅବସରରେ ଆଇଜୋଲରେ ବ୍ୟାଙ୍କ ବନ୍ଦ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.